ETV Bharat / sitara

'ଆର୍ଟିକଲ 15' ନିର୍ମାତାଙ୍କୁ ମିଳିଲା ଆଶ୍ବସ୍ଥି - screening

ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ 'ଆର୍ଟିକଲ 15'କୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବ୍ରାହ୍ମଣ ସମାଜର ଏକ ସଙ୍ଗଠନକୁ ମିଳିଛି ଧକ୍କା । ଫିଲ୍ମ ସ୍କ୍ରିନିଂ ଉପରେ ରୋକ ଲଗାଇବା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
author img

By

Published : Jul 8, 2019, 3:20 PM IST

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ 'ଆର୍ଟିକଲ 15' ବିବାଦ ଅନେକ ଦିନରୁ ଚାଲିଆସୁଛି। ଫିଲ୍ମ ରିଲିଜକୁ ନେଇ ଦେଶର ଅନେକ ସ୍ଥାନରେ ଦେଖାଦେଇଥିଲା ବିବାଦ । ଫିଲ୍ମର କାହାଣୀକୁ ନେଇ ଆପତ୍ତି ପ୍ରକାଶ କରିଥିଲେ ବ୍ରାହ୍ମଣ ସମାଜ ନାମକ ଏକ ସଙ୍ଗଠନ । ଏଥିପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ସମାଜ । ଆଉ ସେନ୍ସର ବୋର୍ଡ ତରଫରୁ ମିଳିଥିବା ମଞ୍ଜୁରୀ ବିରୋଧରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲା ସଙ୍ଗଠନ । ଦେଶର ବଡ ଅଦାଲତ ବ୍ରାହ୍ମଣ ସମାଜ ସଙ୍ଗଠନର ଏହି ଯାଚିକାକୁ ଶୁଣିବା ପାଇଁ ମନା କରିଦେଇଛନ୍ତି ।

twitter
ଫଟୋ ସୌଜନ୍ୟ: ଏଏନଆଇ

ଏବେ କିନ୍ତୁ ଫିଲ୍ମ ନିର୍ମାତା ଓ ଷ୍ଟାରକାଷ୍ଟଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ଥି ମିଳିଛି । ଆଜ୍ଞା ହଁ, ଆଜି ସୁପ୍ରିମ କୋର୍ଟ 'ଆର୍ଟିକଲ 15' କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ ଦ୍ବାରା ଜାରି ହୋଇଥିବା ସାର୍ଟିଫିକେଟ ରଦ୍ଦ କରାଯିବା ଶୁଣାଣିକୁ ଖଣ୍ଡନ କରିଛନ୍ତି । ଆଉ ଯାଚିକାକର୍ତ୍ତାଙ୍କୁ ନିଜ ଅଭିଯୋଗକୁ ନେଇ ଉପଯୁକ୍ତ ପଦାଧିକାରୀ ପାଖକୁ ଯିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି।

ନ୍ୟାୟମୂର୍ତ୍ତି ଏସ.ଏ ବୋବଡେ, ନ୍ୟାୟମୂର୍ତ୍ତି ଆର. ଗାୱଈଙ୍କ ଖଣ୍ଡପୀଠରେ ଯାଚିକାକର୍ତ୍ତା ଓକିଲଙ୍କୁ କହିଛନ୍ତି କି ଆପଣ ଆଇନର ଅନ୍ତଗତ ଉପଯୁକ୍ତ ପ୍ରଧିକାର ପାଖକୁ ଯାଆନ୍ତୁ । ପ୍ରକାଶ ଥାଉକି ଆୟୁଷ୍ମାନଙ୍କ ଆର୍ଟିକଲ 15 ଜୁନ 28ରେ ରିଲିଜ ହୋଇଥିଲା । ଆଉ ଫିଲ୍ମଟି ଉତ୍ତରପ୍ରଦେଶର ସତ୍ୟ କାହାଣୀ ଉପରେ ଆଧାରିତ । ଯେଉଁଥିରେ ଜାତିପ୍ରଥା ଭେଦଭାବକୁ ନେଇ 'ଆର୍ଟିକଲ 15'ରେ ଦେଖିବାକୁ ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.