ETV Bharat / sitara

ଘୋଷଣା ହେଲେ ପ୍ରଭାସଙ୍କ ‘ସାଲାର’ ରିଲିଜ ତାରିଖ

author img

By

Published : Mar 1, 2021, 8:26 AM IST

ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ପ୍ରଭାସ । କାରଣ ଆସନ୍ତା ବର୍ଷ ଏପ୍ରିଲ 14ରେ ରିଲିଜ ହେବାକୁ ଯାଉଛି ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ସାଲାର’ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ବ୍ୟାକ ଟୁ ବ୍ୟାକ ଫିଲ୍ମ ଫିଲ୍ମ ନେଇ ପରଦାକୁ ଫେରିବାକୁ ଯାଉଛନ୍ତି । ‘ଆଦିପୁରୁଷ’, ‘ରାଧେଶ୍ୟାମ’ ସହ ‘ସାଲାର’ ଅଛି ସଲାର । ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । କାରଣ ଘୋଷଣା ହୋଇଯାଇଛି ସଲାରର ରିଲିଜ ତାରିଖ । ରବିବାର ଏହାର ସୂଚନା ଦେଇ ସମସ୍ତଙ୍କୁ ଖୁସ୍ କରିଦେଇଛନ୍ତି ମେକର୍ସ ।

ସେପଟେ ପ୍ରଭାସ ମଧ୍ୟ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇ ଲେଖିଛନ୍ତି, ‘ସାଲାରର ରିଲିଜ ତାରିଖ ଘୋଷଣା କରି ମୁଁ ଖୁସି ଅନୁଭବ କରୁଛି । #ସାଲାର । 2022 ଏପ୍ରିଲ 14ରେ ସିନେମାହଲରେ ଫିଲ୍ମ ଦେଖିପାରିବେ ଆପଣ।’

ଯଦି ଫିଲ୍ମ କଥା ହେବା ତାହାଲେ ପ୍ରଭାସଙ୍କ ଡ୍ରାକର ସେଡ୍ ଦେଖିବାକୁ ମିଳିବା । ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ । ଫିଲ୍ମର ନିର୍ଦ୍ଦେଶନା ପ୍ରଶାନ୍ତ ନୀଲ କରୁଥିବା ବେଳେ ଏହାର ପ୍ରଯୋଜନା ବିଜୟ କିରାଗାଣ୍ଡୁର କରୁଛନ୍ତି । ସେହିପରି ଫିଲ୍ମର ଦମଦାର ଗୀତର କମ୍ପୋଜ କରିଛନ୍ତି ରବି ବାସୁରୁର୍ ।

ପ୍ରକାଶ ଥାଉକି ପ୍ରଭାସଙ୍କ ସହ ଏହି ଫିଲ୍ମରେ ରୋମାନ୍ସ କରିବେ ଶୃତି ହାସନ । ଗତ ଜାନୁଆରୀରେ ଫିଲ୍ମର ମହୁରତ ପୂଜା ରଖାଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.