ETV Bharat / sitara

ଶିବରାତ୍ରୀରେ ଜାରି ହେଲା ‘ରାଧେଶ୍ୟାମ’ର ନୂଆ ପୋଷ୍ଟର

author img

By

Published : Mar 11, 2021, 1:12 PM IST

ସୋସିଆଲ ମିଡିଆରେ ‘ରାଧେଶ୍ୟାମ’ର ନୂଆ ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ଶିବରାତ୍ରୀ ଶୁଭେଚ୍ଛା ଜଣାଇଲେ ପ୍ରଭାସ । ଜୁଲାଇ 30ରେ ରିଲିଜ ହେବ ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ

ମୁମ୍ବାଇ: ‘ବାହୁବଳୀ’ ଫେମ ପ୍ରଭାସ ଖୁବଶୀଘ୍ର ରୋମାଣ୍ଟି ଡ୍ରାମା ଫଲ୍ମ ‘ରାଧେଶ୍ୟାମ’ରେ ନଜର ଆସିବେ । ଯେଉଁଥିରେ ସେ ସୁନ୍ଦରୀ ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ରୋମାନ୍ସ କରିବେ । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଇତିମଧ୍ୟରେ ସମସ୍ତଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛି ଫିଲ୍ମର ନୂଆ ରୋମାଣ୍ଟିକ ପୋଷ୍ଟର । ମହା ଶିବରାତ୍ରୀ ଅବସରରେ ଫିଲ୍ମ ନୂଆ ପୋଷ୍ଟର ଜାରି କରିଦେଇଛନ୍ତି ମେକର୍ସ ।

ସେପଟେ ପ୍ରଭାସ ପୋଷ୍ଟର ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ଶିବରାତ୍ରୀ ଅବସରରେ ଆମେ ନୂଆ ପୋଷ୍ଟର ସେୟାର କରୁଛୁ । ରାଧେଶ୍ୟାମ ଆପଣଙ୍କ ସାଥୀରେ ଅଛନ୍ତି ।’

ବର୍ତ୍ତମାନ ଭାଇରାଲ ହେଉଥିବା ପୋଷ୍ଟରେ ବରଫରେ ଶୋଇ ଆକାଶକୁ ଦେଖୁଥିବାର ନଜର ଆସୁଛନ୍ତି ପ୍ରଭାସଙ୍କ ସହ ପୂଜା । ଦେଖନ୍ତୁ ପୋଷ୍ଟର...

ପ୍ରକାଶ ଥାଉକି ଜୁଲାଇରେ ରିଲିଜ ହେବ ଫିଲ୍ମ । ଯାହାର ନିର୍ଦ୍ଦେଶନା କରିଛନ୍ତି ରାଧା କ୍ରିଷ୍ଣା କୁମାର । ଆଉ ଫିଲ୍ମର ପ୍ରଯୋଜନା ଭୂଷଣ କୁମାରଙ୍କ ଟି-ସିରିଜରେ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.