ETV Bharat / sitara

ଇଦରେ ଦଲକିର ସଲମାନଙ୍କ ସରପ୍ରାଇଜ, ଦେଖନ୍ତୁ ପୋଷ୍ଟର

author img

By

Published : May 25, 2020, 5:26 PM IST

ଜାରି ହୋଇଯାଇଛି ସାଉଥର ଲୋକପ୍ରିୟ ଅଭିନେତା ଦଲକିର ସଲମାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘କୁରୁପ’ର ନୂଆ ପୋଷ୍ଟର । ଏହା ଜରିଆରେ ଫ୍ୟାନ୍ସଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି ସେ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସାଉଥର ଫେମସ ଅଭିନେତା ଦଲକିର ସଲମାନ ଇଦରେ ଫ୍ୟାନ୍ସଙ୍କୁ ଦେଲେ ସରପ୍ରାଇଜ। ସେ ନିଜର ଚର୍ଚ୍ଚିତ ଫିଲ୍ମ ‘କୁରୁପ’ର ପୋଷ୍ଟରକୁ ଜାରି କରି ସମସ୍ତଙ୍କୁ ଖୁସ କରିଦେଇଛନ୍ତି । ପୂର୍ବରୁ ମେକର୍ସ ଯୋଜନା କରିଥିଲେ ଫିଲ୍ମଟିକୁ ଇଦ ଅବସରରେ ରିଲିଜ କରିବାକୁ । ହେଲେ ଲକଡାଉନ ପାଇଁ ଏହା ସମ୍ଭବ ହୋଇପାରିନାହିଁ।

ସଲମାନ ରବିବାର ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ଇଦରେ ଛୋଟ ଉପହାର ଦେଇଛନ୍ତି ।

ପୋଷ୍ଟରର କ୍ୟାପସନରେ ଲେଖିଛନ୍ତି ସେ, ‘ଏହା ଆପଣଙ୍କ ପାଇଁ ଏକ ଛୋଟ ଇଦରେ ଉପହାର ସୂରପ । କୁରୁପର ନୂଆ ପୋଷ୍ଟର । ଏହି ଫିଲ୍ମ ଆଜି ରିଲିଜ ହେବାର ଥିଲା କିନ୍ତୁ ଆମକୁ କେବଳ ପୋଷ୍ଟର ସହିତ ଖୁସି ହେବାକୁ ପଡିବ।’

ନିର୍ଦ୍ଦେଶକ ଶ୍ରୀନଥ ରାଜେନ୍ଦ୍ରନଙ୍କ ନିର୍ମିତ ଏହି ଫିଲ୍ମର ରିଲିଜ ତାରିଖକୁ କୋରୋନା ଭାଇରସ ପାଇଁ ସ୍ଥିଗତ ରଖାଯାଇଛି।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.