ETV Bharat / sitara

ଖୁବଶୀଘ୍ର ୧୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିବ 'Sooryavanshi' !

ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଅଭିନୀତ 'ସୂର୍ଯ୍ୟବଂଶୀ' ୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଅଧିକ ପଢନ୍ତୁ...

author img

By

Published : Nov 8, 2021, 4:24 PM IST

ଖୁବଶୀଘ୍ର ୧୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିବ 'Sooryavanshi' !
ଖୁବଶୀଘ୍ର ୧୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିବ 'Sooryavanshi' !

ମୁମ୍ବାଇ: ଦର୍ଶକଙ୍କ ଭରପୁର ଥିଏଟର ସହିତ ଦ୍ରୁତ ଗତିରେ ସଭିଙ୍କୁ ମନୋରଞ୍ଜନ ଯୋଗାଉଛି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ 'ସୂର୍ଯ୍ୟବଂଶୀ' । ଖୁବଶୀଘ୍ର ଏହି ଫିଲ୍ମ ୧୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିବାକୁ ଯାଉଛି । ରିଲିଜର ତୃତୀୟ ଦିନରେ ବକ୍ସ ଅଫିସରେ ୭୦ କୋଟିରୁ ଅଧିକ ଫିଲ୍ମ ରୋଜଗାର କରିସାରିଥିବା ରିପୋର୍ଟରୁ ସୂଚନା ମିଳିଛି ।

  • #Sooryavanshi brings joy, hope, confidence, optimism back… Emerges a #Diwali gift for the industry… RUNS RIOT at #BO on Day 3… Proves *yet again*: Well-made entertainers will NEVER go out of fashion... Fri 26.29 cr, Sat 23.85 cr, Sun 26.94 cr. Total: ₹ 77.08 cr. #India biz. pic.twitter.com/ITG2ZWEEYc

    — taran adarsh (@taran_adarsh) November 8, 2021 " class="align-text-top noRightClick twitterSection" data=" ">

ଏହି ଫିଲ୍ମ ପ୍ରଥମ ଦିନରେ ୨୬.୯୪ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନରେ ୨୩.୮୫ କୋଟି ଓ ୩ୟ ଦିନରେ ଏହା ୭୭.୦୮ କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମ ବିଦେଶରେ ମଧ୍ୟ ଭଲ ରୋଜଗାର କରୁଛି । ବିଦେଶରେ ଏହା ପ୍ରଥମ ଦିନରେ ୮.୧୦ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନରେ ୮.୫୮ କୋଟି କରିଛି । ୨ ଦିନରେ ଫିଲ୍ମ ମୋଟ ୧୬.୬୮ କୋଟି ଟଙ୍କା ବିଦେଶରେ ରୋଜଗାର କରିଛି । ତେବେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି 'ଗୋଲମାଲ ଏଗେନ୍‌' ପରି ହୋଇଛି ବୋଲି ଜଣାପଡ଼ିଛି ।

  • 'SOORYAVANSHI' OVERSEAS: 2-DAY TOTAL $ 2.23 MILLION...
    ⭐ Day 1: $ 1.08 million [₹ 8.10 cr]
    ⭐ Day 2: $ 1.15 million [₹ 8.58 cr]
    ⭐ Total: $ 2.23 million [₹ 16.68 cr]
    Major contributors' data in next tweet... #Sooryavanshi #Overseas pic.twitter.com/6X7hjplno7

    — taran adarsh (@taran_adarsh) November 7, 2021 " class="align-text-top noRightClick twitterSection" data=" ">

ସେପଟେ ଫିଲ୍ମ ରୋଜଗାର ଓ ରିଭ୍ୟୁଜ ଅଲଗା ଆସିଛି । ଏହି ଫିଲ୍ମଟି ଦର୍ଶକଙ୍କୁ ସେତେଟା ପସନ୍ଦ ଆସିନଥିବା ମଧ୍ୟ ଶୁଣିବାକୁ ମିଳୁଛି । କିନ୍ତୁ ବହୁତ ଦିନ ପରେ ଥିଏଟର ଖୋଲିବା ଓ ଦୀପାବଳି ଫିଲ୍ମକୁ ସୁହାଇଛି ବୋଲି କୁହାଯାଉଛି । ଏଥିଲାଗି ଏହାର ବକ୍ସ ଅଫିସ ୧୦୦ କୋଟି କ୍ଲବରେ ପ୍ରବେଶ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.