ETV Bharat / sitara

ପୋଲ ଡାନ୍ସ କରୁଛନ୍ତି ସୁହାନା, ଦେଖନ୍ତୁ ଭିଡିଓ - dance

ପୁଣିଥରେ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ପାଗଳ କରିଛନ୍ତି ଶାହରୁଖଙ୍କ ଝିଅ ସୁହାନା । ସୋସିଆଲ ମିଡିଆରେ ପୋଲ ଡାନ୍ସ ଭିଡିଓ ସେୟାର କରି ଛାଇ ଯାଇଛନ୍ତି ସେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୁହାନା ଖାନ
author img

By

Published : Jun 22, 2019, 11:33 PM IST

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଲାଡଲୀ ସୁହାନା ଖାନ ଫିଲ୍ମ ପୂର୍ବରୁ ହିଁ ସୋସିଆଲ ମିଡିଆରେ ଅଭିନେତ୍ରୀ ହୋଇ ସାରିଲେଣି । ପ୍ରାୟତଃ ସେ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାର ଆସିଥାଆନ୍ତି । ଏଯାବତ ସେ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହେଁ । ଏହା କହିବା ଆଦୌ ଭୁଲ ହେବ ନାହିଁ କି ସୁହାନା ବର୍ତ୍ତମାନ ବଲିଉଡର ଫେମସ ଷ୍ଟାର କିଡ ହୋଇସାରିଲେଣି ।

ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ଡାନ୍ସ ଭିଡିଓ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥର ସେ ପୋଲ ଡାନ୍ସ କରୁଥିବାର ନଜର ଆସୁଛନ୍ତି ।

ଯାହାକୁ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ । ଭିଡିଓରେ ସୁହାନା ବ୍ଲାକ କଲର ସଟ ଡ୍ରେସ ପିନ୍ଧିଥିବାର ଦେଖାଯାଉଛନ୍ତି । ପ୍ରକାଶ ଥାଉକି ସୁହାନାଙ୍କ ପପୁଲାରିଟି ଏତେ ବଢିଗଲାଣି କି ପ୍ରାୟତଃ ସୋସିଆଲ ମିଡିଆରେ ପିତା ଶାହରୁଖଙ୍କୁ ଫ୍ୟାନ୍ସ ପ୍ରଶ୍ନ କରୁଛନ୍ତି ସେ କେବେ ବଲିଉଡରେ ଡେବ୍ୟୁ କରିବେ । କିନ୍ତୁ ଶାହରୁଖ ସବୁବେଳେ ଗୋଟିଏ କଥା କହୁଥିବାର ନଜର ଆସୁଛନ୍ତି । ସେ ଅନେକଥର ଏହା କହିଛନ୍ତି କି ସୁହାନା ପ୍ରଥମେ ନିଜ ପାଠ ପଢା ଶେଷ କରିବେ ତାପରେ ଅଭିନୟ କରିବେ । ଦୀର୍ଘସମୟରେ ଫ୍ୟାନ୍ସ ଶାହରୁଖଙ୍କ ଲାଡଲୀଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ଅପେକ୍ଷା କରିବସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.