ETV Bharat / sitara

ମୀରାଙ୍କ ସ୍ବିମସୁଟ ଫଟୋରେ ବାଃ ବାଃ କହିଲେ ସେଲିବ୍ରିଟି

author img

By

Published : Apr 5, 2021, 9:20 AM IST

ଭାଇରାଲ ହେଲା ମୀରାଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଏଥର ଶାହିଦଙ୍କ ସହ ନୁହେଁ ନିଜର ଫଟୋ ପୋଷ୍ଟ କରିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ

ମୁମ୍ବାଇ: ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କ ପପୁଲାରିଟି କୌଣସି ବଲିଉଡ ପର୍ସନାଲିଟିଙ୍କ ଠୁ କମ୍ ନୁହେଁ । ନିଜ ଫଟୋ, ଭିଡିଓ ଜରିଆରେ ସେ ଫ୍ୟାନ୍ସଙ୍କୁ ସବୁବେଳେ ନିଜର ଦିୱାନା କରନ୍ତି। ହେଲେ ଏଥର ସେ ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । କାରଣ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ସ୍ବିମସୁଟ ଫଟୋ।

ପିଚ କଲରର ବର୍ଡ ପ୍ରିଣ୍ଟେଡ ସ୍ବିମସୁଟର ଫଟୋ ସେୟାର କରି ମୀରା ଲେଖିଛନ୍ତି, ‘ଗଡବଡ ପୂର୍ବରୁ କିଛି ମିନିଟ୍ ।’ ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ମୀରାଙ୍କ ଗ୍ଲାମରସ ଅନ୍ଦାଜ ଦେଖିବାକୁ ମିଳୁଛି ।

ସେପଟେ ତାଙ୍କ ଏହି ଫଟୋ ଉପରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ସିଙ୍ଗର କନିକା କପୁର ‘ଗର୍ଜିୟସ’ ଲେଖିଛନ୍ତି ।

ପ୍ରକାଶ ଥାଉକି ମୀରା ଅନେକ ବିଜ୍ଞାପନରେ ନଜର ଆସି ସାରିଲେଣି । ସେ ପ୍ରାୟତଃ ସୋସିଆଲ ମିଡିଆରେ ଶାହିଦ ଓ ନିଜ ସହ ସମ୍ପୃକ୍ତ ଥିବା ଫ୍ୟାନ୍ସଙ୍କ ପାଇଁ ପ୍ରାୟତଃ ସେୟାର କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.