ETV Bharat / sitara

ଏୟାରପୋର୍ଟରେ ଦୀପିକାଙ୍କୁ ଆଇଡି ମାଗିଲେ ସିକ୍ୟୁରିଟି ଗାର୍ଡ, ଦେଖନ୍ତୁ ଭିଡିଓ

ଏୟାରପୋର୍ଟରେ ଦୀପିକାଙ୍କୁ ଆଇଡି ମାଗିଛନ୍ତି ସିକ୍ୟୁରିଟି ଗାର୍ଡ । ଦୀପିକା ମଧ୍ୟ ଅତି ନମ୍ର ସହ ସିକ୍ୟୁରିିଟି ଗାର୍ଡକୁ ନିଜ ଆଇଡି ଦେଖାଇଛନ୍ତି । ଏସମ୍ପର୍କିତ ଏକ ଭିଡିଓ ଭାଇରାଲ ହୋଇଛି ।

author img

By

Published : Jun 23, 2019, 2:54 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଚର୍ଚ୍ଚାରେ । ଏକ ଭାଇରାଲ ଭିଡିଓ ପାଇଁ ଚର୍ଚ୍ଚାରେ ଦୀପିକା । ଭିଡିଓରେ ଦୀପିକାଙ୍କ ସହ ପିତା ପ୍ରକାଶ ପାଦୁକୋନଙ୍କୁ ବି ଦେଖିବାକୁ ମିଳିଛି । ଦୀପିକାଙ୍କ ଏହି ଭିଡିଓ ଏୟାରପୋର୍ଟର ।

ତେବେ ଭିଡିଓରେ ଦୀପିକା ଏୟାରପୋର୍ଟରେ ପ୍ରବେଶ ପରେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଆଇଡି ମାଗିଥିଲେ । ଏହାପରେ ଦୀପିକା ଆଇଡି ବାହାର କରି ସିକ୍ୟୁରିଟି ଗାର୍ଡଙ୍କୁ ଦେଖାଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଉଭୟ ଦୀପିକାଙ୍କୁ ଓ ସିକ୍ୟୁରିଟି ଗାର୍ଡଙ୍କୁ ପ୍ରଶଂସା କରିଛନ୍ତି । ଅନେକ ୟୁଜର୍ସ ପଜିଟିଭ କମେଣ୍ଟ ମଧ୍ୟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/viralbhayani

ପ୍ରକାଶଥାଉକି, ଦୀପିକା ଖୁବଶୀଘ୍ର ଫିଲ୍ମ ‘ଛପାକ’ରେ ନଜର ଆସିବେ । ଫିଲ୍ମଟି ଏସିଡ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହଣୀ । ବିବାହ ପରେ ଦୀପିକାଙ୍କ ଏହା ପ୍ରଥମ ଫିଲ୍ମ । ତେବେ ଦୀପିକା ଫିଲ୍ମ ‘83’ରେ ମଧ୍ୟ କପିଲ ଦେବଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.