ETV Bharat / sitara

ନୱାବଙ୍କ ହାତରେ କଇଁଚି, ବନିଲେ ତୈମୁରର ହେୟାର ଡିଜାଇନର

ଫଟୋରେ ସୈଫ ହାତରେ କଇଁଛି ଧରି ପୁଅ ତୈମୁରର ଚୁଟି କାଟୁଥିବାର ଦେଖାଯାଇଛି । ସେହିପରି କ୍ୟୁଟ ତୈମୁର ମଧ୍ୟ ଚୁପଚାପ ବସି ବାପାଙ୍କ ହେୟାର ଡିଜାଇନକୁ ଉପଭୋଗ କରୁଥିବାର ଦେଖାଯାଇଛି । ଅଧିକ ପଢନ୍ତୁ...

ନୱାବଙ୍କ ହାତରେ କଇଁଚି, ବନିଲେ ତୈମୁରର ହେୟାର ଡିଜାଇନର
ନୱାବଙ୍କ ହାତରେ କଇଁଚି, ବନିଲେ ତୈମୁରର ହେୟାର ଡିଜାଇନର
author img

By

Published : May 2, 2020, 8:06 PM IST

ମୁମ୍ବାଇ: ପୁଅ ପାଇଁ ନୱାବ ସୈଫ ଅଲ୍ଲୀ ଖାନ ବନିଲେ ହେୟାର ଡିଜାଇନର । ହାତରେ କଇଁଛି ଧରି ପୁଅ ତୈମୁରର ଚୁଟି ସଜାଡିଦେଲେ ସୈଫ । ପତ୍ନୀ କରୀନା କପୁର ଖାନ ଏହି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଉଭୟ ବାପା-ପୁଅଙ୍କ ଏହି କ୍ୟୁଟ ଫଟୋରେ ଅନେକ ଫ୍ୟାନ୍ସ କମେଣ୍ଟ ମଧ୍ୟ ଦେଇଛନ୍ତି । ଏଥିରେ କରୀନା ଲେଖିଛନ୍ତି ଆଉ କାହାର ହେୟାର କଟ ହେବ କି ? ଫଟୋରେ ସୈଫ ଧଳା କୁର୍ତ୍ତା ପାଇଜାମା ସହ ହାତରେ କଇଁଛି ଧରି ପୁଅ ତୈମୁରର ଚୁଟି କାଟୁଥିବାର ଦେଖାଯାଇଛି ।

ସେହିପରି କ୍ୟୁଟ ତୈମୁର ମଧ୍ୟ ଚୁପଚାପ ବସି ବାପାଙ୍କ ହେୟାର ଡିଜାଇନକୁ ଉପଭୋଗ କରୁଛନ୍ତି । ପ୍ରଥମେ କଇଁଛିରେ ଚୁଟି କାଟିବା ପରେ ଶେଷରେ ଏହାକୁ ଟ୍ରିମ କରିଥିଲେ ସୈଫ । ପ୍ରକାଶ ଥାଉ କି ଲକଡାଉନରେ ମୁମ୍ବାଇ ସ୍ଥିତ ଘରେ କରୀନା ଓ ତୈମୁରଙ୍କ ସହ ସୈଫ ରହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.