ETV Bharat / sitara

ଆଶ୍ଚର୍ଯ୍ୟ କଲା ‘ଆର୍ଟିକିଲ-15’ର ପୋଷ୍ଟର

ରିଲିଜ ହୋଇଛି ‘ଆର୍ଟିକିଲ-15’ର ପୋଷ୍ଟର । ପୋଷ୍ଟରରେ ଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସତ୍ୟଘଟଣା ଉପରେ ଆଧାରିତ ଫିଲ୍ମ ‘ଆର୍ଟିକିଲ-15’।

ଡିଜାଇନ ଫଟୋ
author img

By

Published : May 27, 2019, 2:54 PM IST

ହାଇଦ୍ରାବାଦ: ବଲିଉଡରେ ଅନେକ ଫିଲ୍ମ ଏବେ ଚର୍ଚ୍ଚାର ବିଷୟ ମାତ୍ର ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକିଲ-15’ର ପୋଷ୍ଟର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

poster
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଆୟୁଷ୍ମାନ ଲୁକ ଯେତିକି ସରପ୍ରାଇଜ କରିନି ସେତିକି ସରପ୍ରାଇଜ କରିଛି ପୋଷ୍ଟରରେ ଚିତ୍ର । ପୋଷ୍ଟରରେ ଆୟୁଷମାନଙ୍କ ଚଷମାରେ ଦୁଇଟି ଝିଅଙ୍କ ଝୁଲନ୍ତା ମୃତଦେହର ଛବି ଦେଖିବାକୁ ମିଳିଛି । ପୋଷ୍ଟର ଦେଖିଲା ପରେ ସ୍ପଷ୍ଟ କି, ଏହା ସତ୍ୟ ଘଟଣା ଉପରେ ଆଧାରିତ ।

ପୋଷ୍ଟର, ଉତ୍ତରପ୍ରଦେଶ ବଦାୟୁରେ ଘଟିଥିବା ଘଟଣାକୁ ମନେ ପକାଇଦେଉଛି । 2014ରେ ଦୁଇଭଉଣୀଙ୍କ ମୃତ ଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରାୟ 6 ମାସପରେ ଦୁହେଁ ଆତ୍ମହତ୍ୟା କରିଥିବାର ଜଣାପଡିବା ବେଳେ ଏହାର କାରଣ ଜଣାପଡିନଥିଲା ।

ତେବେ ଆର୍ଟିକିଲ-15 ଚଳିତ ବର୍ଷ ଜୁନ 28ରେ ରିଲିଜ ହେବ । ଏହାକର ନିର୍ଦ୍ଦେଶନା ଦେବେ ଅନୁଭବ ସିହ୍ନା । ପୋଷ୍ଟରରେ ପ୍ରଥମ ଥର ଆୟୁଷ୍ମାନଙ୍କୁ ପୋଲିସ ପୋଷାକରେ ଦେଖିବାକୁ ମିଳିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.