ETV Bharat / sitara

ରଣଭୀରଙ୍କ ମନୋକ୍ରୋମ ଫଟୋରେ ଦିଓ୍ବାନା ଫ୍ୟାନ୍ସ - ରଣଭୀରଙ୍କ ମନୋକ୍ରୋମ ପଟୋରେ ଦିଓ୍ବାନା ଫ୍ୟାନ୍ସ

ନିକଟରେ, ରଣଭୀର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ନିଜର ଏକ ମନୋକ୍ରୋମ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ହସୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

ranveer-singh-share-latest-monochrome-pictures-his-smile-will-melt-your-hearts
ରଣଭୀରଙ୍କ ମନୋକ୍ରୋମ ପଟୋରେ ଦିଓ୍ବାନା ଫ୍ୟାନ୍ସ
author img

By

Published : Feb 13, 2021, 4:17 PM IST

Updated : Feb 13, 2021, 4:37 PM IST

ନୂଆଦିଲ୍ଲୀ: ବଲିଉଡର ପାୱାର ହାଉସ ରଣବୀର ସିଂ କଡା ପରିଶ୍ରମ କରି ଆଜି ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ । ତାଙ୍କ ଅଭିନୟ ଡାଇଲଗ ଡେଲିଭରି ସବୁବେଳେ ଭିନ୍ନ ଅନୁଭବ କରାଏ ।

ରଣଭୀର ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ସର୍ବଦା ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି ।

ranveer-singh-share-latest-monochrome-pictures-his-smile-will-melt-your-hearts
ରଣଭୀରଙ୍କ ମନୋକ୍ରୋମ ପଟୋରେ ଦିଓ୍ବାନା ଫ୍ୟାନ୍ସ

ନିକଟରେ, ରଣଭୀର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ନିଜର ଏକ ମନୋକ୍ରୋମ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ହସୁଥିବାର ନଜର ଆସିଛନ୍ତି ।

ଫଟୋ ସହିତ, ସେ ଏକ ମଜାଦାର ଗୀତ ମଧ୍ୟ ସେୟାର କରିଛନ୍ତି । ଏବେ ରଣଭୀରଙ୍କ ପ୍ରଶଂସକମାନେ ତାଙ୍କର ଏହି ଫଟୋକୁ ପସନ୍ଦ କରିବା ସହିତ ତାଙ୍କ ହସକୁ ବହୁତ ପ୍ରଶଂସା କରିଛନ୍ତି ।

ଶୁକ୍ରବାର ରଣଭୀର ତାଙ୍କର ଆଗାମୀ ଫିଲ୍ମ ସର୍କସର ସୁଟିଂ ସମୟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ରଣଭୀର ଏକ ବିଳାସପୂର୍ଣ୍ଣ କାର ଦେଖାଇଛନ୍ତି, ଯାହା ଏକ ଟୟ କାର । ଆଉ ରଣବୀର କହୁଛନ୍ତି ଯେ ରୋହିତ ଦେଶର ସବୁଠାରୁ ଗମ୍ଭୀର କାର ଷ୍ଟଣ୍ଟ ନିର୍ଦ୍ଦେଶକ । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ,ରଣଭୀର '83',ଏବଂ 'ସର୍କସ' ଭଳି ଫିଲ୍ମରେ ନଜର ଆସିବେ ।

Last Updated : Feb 13, 2021, 4:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.