ETV Bharat / sitara

ସୁଟିଂସେଟରୁ ଭାଇରାଲ ଗର୍ଭବତୀ ଅନୁଷ୍କାଙ୍କ ଫଟୋ - pregnant-anushka-picture

ନିକଟରେ ଅନୁଷ୍କାଙ୍କ ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ଓ୍ବାର୍କ ଟିମ ସହିତ ଏକ ସୁନ୍ଦର ପୋଜ୍ କରୁଥିବାର ନଜର ଆସିଛନ୍ତି ।ଏଥିରେ ତାଙ୍କ ବେବି ବମ୍ପ ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

pregnant-anushka-picture-with-crew-looks-like-general-hospital
ସେଟରୁ ଭାଇରାଲ ହେଲା ଅନୁଷ୍କାଙ୍କ ଫଟୋ, ଟିମ ସଦସ୍ୟଙ୍କ ସହ ସୁନ୍ଦର ଦେଖାଯାଉଥିଲେ ଅଭିନେତ୍ରୀ
author img

By

Published : Nov 28, 2020, 7:41 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଅଛନ୍ତି । ଏହି ସମୟରେ ତାଙ୍କର ବେବି ବମ୍ପ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହିପରି ଅନୁଷ୍କାଙ୍କ ଅନ୍ୟ ଏକ ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ଟିମ ସହିତ ସୁନ୍ଦର ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଅନୁଷ୍କାଙ୍କ ହେୟାର ଷ୍ଟାଇଲିଷ୍ଟ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଏହା ଜେନେରାଲ୍ ହସ୍ପିଟାଲ୍ ପରି କିଛି ଦେଖାଯାଉଛି' ।

ଆଜ୍ଞା ହଁ, ଏହା ଦେଖିବା ପରେ ଆପଣ ମଧ୍ୟ ଦନ୍ଦ୍ବରେ ପଡ଼ିପାରନ୍ତି କି ଏହା ଏକ ଚଳଚ୍ଚିତ୍ରର ସେଟ୍ କିମ୍ବା ହସ୍ପିଟାଲ୍ ।

ଯେଉଁଥିରେ ଅନୁଷ୍କା ଗୋଲାପୀ ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏଥିରେ ତାଙ୍କ ବେବି ବମ୍ପ ମଧ୍ୟ ଦେଖିବାକୁ ମିଳିଛି ।

ଫଟୋରେ ସମସ୍ତେ ଚିତ୍ରରେ ପିପିଇ କିଟ୍ ପିନ୍ଧିଥିବାର ନଜର ଆସିଛନ୍ତି ।

ନିକଟରେ ଅନୁଷ୍କାଙ୍କ ହେୟାର ଷ୍ଟାଇଲଷ୍ଟ ଅଭିନେତ୍ରୀଙ୍କ ଆଉ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଅନୁଷ୍କାଙ୍କ ମେକଅପ୍ ମୋଡ୍ ଦେଖିବାକୁ ମିଳିଛି ।

ଅନୁଷ୍କା ସେଟ୍ ରେ ସମ୍ପୂର୍ଣ୍ଣ ସତର୍କତାର ସହିତ କାମ କରୁଛନ୍ତି ।

ଏହା ବ୍ୟତୀତ ଅନୁଷ୍କା ଏକ ସାକ୍ଷାତକାରରେ କହିଛନ୍ତି ଯେ, ସୁଟିଂ ସମୟରେ ମୋର ଗର୍ଭଧାରଣ ହେତୁ ମୋ ପ୍ରତି ବିଶେଷ ଯତ୍ନ ନିଆଯାଇଥିଲା । କୋରୋନାକୁ ଏଡାଇବା ପାଇଁ ଟିମ ସମସ୍ତ ସତର୍କତା ଅବଲମ୍ବନ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.