ETV Bharat / sitara

‘ସାହୋ’ ପୋଷ୍ଟର ଲଗାଇବା ବେଳେ ଚାଲିଗଲା ଜୀବନ

ମୃତ୍ୟୁବରଣ କଲେ ପ୍ରଭାସଙ୍କ ଜଣେ ଫ୍ୟାନ । ‘ସାହୋ’ ପୋଷ୍ଟର ପାଇଁ ଜୀବନ ହାରିଲେ ତେଲାଙ୍ଗାନାର ଜଣେ ଯୁବକ ।

author img

By

Published : Aug 29, 2019, 11:20 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ

ହାଇଦ୍ରାବାଦ: ଆଉ ଦିନକ ପରେ ରିଲିଜ ହେବ ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ । ଫିଲ୍ମକୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଥିବା ପ୍ରଭାସଙ୍କ ଫ୍ୟାନ୍ସ ଏବେ ଠାରୁ ସେଲିବ୍ରେସନ ମୁଡରେ । ଯେଉଁଠାରେ ଆଜି ରାତି ପାହିବାକୁ ଅନାଇ ବସିଛନ୍ତି ଦର୍ଶକ, ସେହିଠାରେ ଏକ ନୈରାଶଜନକ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଦୁଃଖି ହୋଇଯାଇଛନ୍ତି ପ୍ରଭାସ ।

କଥାଟି ହେଲା କି କାଲି ରିଲିଜ ହେବାକୁ ଯାଉଥିବା ‘ସାହୋ’ ଫିଲ୍ମର ପୋଷ୍ଟର ସିନେମାଘରେ ଲଗାଇବାକୁ ତେଲାଙ୍ଗାନାର ଜଣେ ଯୁବକ ଉତ୍ସାହିତରେ ସିନେମାହଲ ଉପରକୁ ଚଢିଥିଲେ । କିନ୍ତୁ ହଠାତ୍ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳକୁ ଖସିପଡିଥିଲେ । ଯାହାଦ୍ବରା ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି ‘ସାହୋ’ ଫିଲ୍ମରେ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁର ମୁଧ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ପ୍ରଭାସ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ଶ୍ରଦ୍ଧା ଟଲିଉଡରେ ଡେବ୍ୟୁ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.