ETV Bharat / sitara

ଖୋଲୁଛି ଗ୍ଲାମର ଦୁନିଆର ଗୁମର, ସାଙ୍ଘାତିକ ଅଭିଯୋଗ ଆଣିଲେ ଚେତନ ଭଗତ - ଚେତନ ଭଗତ ଓ କ୍ରିଟିକ ତଥା ବିଧୁ ବିନୋଦ ଚୋପ୍ରାଙ୍କ ପତ୍ନୀ ଅନୁପମାଙ୍କ ମଧ୍ୟରେ ବାକ୍ ୟୁଦ୍ଧ

ସୋସିଆଲ ମିଡିଆରେ ଚେତନ ଭଗତ ଓ କ୍ରିଟିକ ତଥା ବିଧୁ ବିନୋଦ ଚୋପ୍ରାଙ୍କ ପତ୍ନୀ ଅନୁପମାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 23, 2020, 6:20 AM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ମନୋରଞ୍ଜନ ଜଗତରେ ଭିନ୍ନ ଭିନ୍ନ ଯୁକ୍ତିତର୍କ ଦେଖିବାକୁ ମିଳୁଛି । ସୁଶାନ୍ତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ବିତିସାରିଲାଣି । ହେଲେ ଏଯାବତ ତାଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ବାସ କରିପାରୁନାହିଁନ୍ତି। ଏହି ମାମଲାରେ ଫେସମ ଲେଖକ ଚେତନ ଭଗତ ଟ୍ବିଟରରେ ସୁଶାନ୍ତଙ୍କ ଶେଷ ଫିଲ୍ମ ଉପରେ ଏକ ପୋଷ୍ଟ କରିଥିଲେ । ହେଲେ ଏହି ଟ୍ବିଟରେ ଯେବେ ଫେମସ ନିର୍ମାତା ବିଧୁ ବିନୋଦ ଚୋପ୍ରାଙ୍କ ପତ୍ନୀ ଜବାବ ଦେଇଥିଲେ, ତାହାକୁ ନେଇ କ୍ରୋଧିତ ହୋଇଯାଇଥିଲେ ଚେତନ । ତେବେ ଆସନ୍ତୁ ଜାଣିବା ପୁରା ମାମଲା...

  • Sushant's last film releases this week. I want to tell the snob and elitist critics right now, write sensibly. Don't act oversmart. Don't write rubbish. Be fair and sensible. Don't try your dirty tricks. You have ruined enough lives. Now stop. We'll be watching.

    — Chetan Bhagat (@chetan_bhagat) July 21, 2020 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ ଚେତନ ଟ୍ବିଟରେ ଲେଖିଥିଲେ, ‘ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଏହି ସପ୍ତାହରେ ରିଲିଜ ହେବ। ମୁଁ ସବୁ ଗର୍ବିତ ଓ ଅଭିଜାତ୍ୟ ଫିଲ୍ମ ସମୀକ୍ଷକଙ୍କୁ କହିବାକୁ ଚାହୁଁଛି ଯେ ବୁଝିବା ଲୋକଙ୍କ ପରି ପ୍ରତିକ୍ରିୟା ଦେବେ। ଓଭରସ୍ମାର୍ଟ ହେବ ନାହିଁ । ଫାଲତୁ ଜିନିଷ ଲେଖିବେ ନାହିଁ । ନିରପେକ୍ଷ ଏବଂ ବୁଝିଲା ମଣିଷ ସାଜନ୍ତୁ । ନିଜ ବେକାର ଉପାୟକୁ ବ୍ୟବହାର କରିବେ ନାହିଁ । ସେମିତି ଅନେକଙ୍କ ଜୀବନ ଆପଣ ଖରାପ କରିସାରିଲେଣି । ଏବେ ରହିଯାଆନ୍ତୁ । ଆମକୁ ଦେଖିବାକୁ ଦିଅ।’

ତାଙ୍କର ଏହି ଟ୍ବିଟ ଭାଇରାଲ ହେବା ପରେ ଅନେକ କ୍ରିଟିକ୍ସ ଏବଂ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସେହିପରି ବିଧୁଙ୍କ ପତ୍ନୀ ତଥା ଫିଲ୍ମ କ୍ରିଟିକ ଅନୁପମା ଚୋପ୍ରା ମଧ୍ୟ ଏହି ଟ୍ବିଟରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ । ସେ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, ‘ଯେତେଥର ଆପଣ ଭାବୁଛନ୍ତି କି କଥାବାର୍ତ୍ତାର ସ୍ତର ଏହାଠୁ ତଳକୁ ଖସିପାରିବ ନାହିଁ । ହେଲେ ସେତିକିଥର ଏମିତି ହେଉଛି।’ ଏହାପରେ ମଧ୍ୟ ଚେତନ ଜବାବ ଦେଇ ଅନୁପମାଙ୍କୁ ଟାର୍ଗେଟ କରିଛନ୍ତି ।

  • Ma'am, when your husband publicly bullied me, shamelessly collected all the best story awards, tried denying me credit for my story and drove me close to suicide, and you just watched, where was your discourse? https://t.co/CeVDT2oq47

ଆଉ ଲେଖିଛନ୍ତି, ‘ମ୍ୟାମ ଆପଣଙ୍କ ସ୍ବାମୀ ମତେ ସମସ୍ତଙ୍କ ସାମ୍ନାରେ ଧମକାଇଥିଲେ । ଲଜ୍ୟାହୀନ ବ୍ୟକ୍ତି ପରି ବେଷ୍ଟ ଷ୍ଟୋରୀ ଆୱାର୍ଡ ନିଜ ନାମରେ ଏକଜୁଟ କରିଥିଲେ । ମତେ ମୋ କାହାଣୀର ଶ୍ରେୟ ଦେବାକୁ ମନା କରିଥିଲେ । ଆଉ ମତେ ଆତ୍ମହତ୍ୟା କରିବାକୁ ଉସକାଇ ଥିଲେ । ସେହି ସମୟରେ ଆପଣ କେବଳ ନାଟକ ଦେଖୁଥିଲେ । ଜ୍ଞାନ କୁଆଡେ ଯାଇଥିଲା ଆପଣଙ୍କର।’

  • Bravo @chetan_bhagat for speaking up! Speak up for Sushant too. Time to cleanse the industry, and high time there are fundamental guidelines drawn to govern this unorganised industry.
    Yes the FILM INDUSTRY is UNORGANISED! There I've said it!#CBICantBeDeniedForSSR https://t.co/ybvdUtiRlN

    — Detective Byomkesh Bakshy (@bollynomicss) July 21, 2020 " class="align-text-top noRightClick twitterSection" data=" ">

ଇଟିଭି ଭାରତ ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.