ETV Bharat / sitara

ନିକ୍-ପିସିଙ୍କ ଲିପଲକ୍, ଭାଇରାଲ ଫଟୋ

author img

By

Published : Oct 23, 2020, 2:53 PM IST

ସୋସିଆଲ ମିଡିଆରେ ଘୁରି ବୁଲିଲା ନିକ୍ ଓ ପ୍ରିୟଙ୍କାଙ୍କ ନୂଆ ଫଟୋ । ପୁଣିଥରେ ପରସ୍ପରକୁ କିସ୍ କରି ଚର୍ଚ୍ଚାରେ ଯୋଡି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିକ ଜୋନସ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିକ ଜୋନସ

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ଇଣ୍ଟରନ୍ୟାସନାଲ ସିଙ୍ଗର ନିକ୍ ଜୋନସ ଏମିତି କପଲଙ୍କ ମଧ୍ୟରେ ଅନ୍ୟତମ ଯିଏ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜ ବିନ୍ଦାସ ଓ ରୋମାଣ୍ଟିକ ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ମନ କିଣିଥାଆନ୍ତି । ଏବେ ଦୁଇଜଣଙ୍କ ରୋମାଣ୍ଟିକ ଫଟୋ ଫ୍ୟାନ୍ସଙ୍କୁ କରିଛି ଦିୱାନା । କାରଣ ଦୁହେଁ ଲିପଲକ୍ କରୁଥିବାର ଆସୁଛନ୍ତି ନଜର ।

ନିକ୍‌ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ଯାହା ଖୁବ୍ ଭାଇରାଲ ହେଉଛି । ଆଉ ଦେଖିବାକୁ ମିଳୁଛି ଦୁଇଜଣଙ୍କ ପ୍ୟାଶନେଟ୍ ଲିପଲକ୍ । ଆପଣ ବି ଦେଖନ୍ତୁ ନିକ୍-ପିସିଙ୍କ ଏହି ରୋମାଣ୍ଟିକ ଅନ୍ଦାଜ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିକ ଜୋନସ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିକ ଜୋନସ

ପ୍ରକାଶ ଥାଉକି 2018 ଡିସେମ୍ବର 2ରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣଙ୍କ ବିବାହ ସେଲିବ୍ରେଶନ ଅନେକ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଖ୍ରୀଷ୍ଟୀୟାନ ଓ ହିନ୍ଦୁ ଧର୍ମରେ ଦୁଇଜଣଙ୍କ ବିବାହ ବିଧି-ବିଧାନ ସମ୍ପନ୍ନ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.