ETV Bharat / sitara

ଏକାଠି ୱାର୍କଆଉଟ କଲେ ଜାହ୍ନବୀ-ସାରା

author img

By

Published : Apr 21, 2021, 7:30 AM IST

ଭାଇରାଲ ହେଲା ଜାହ୍ନବୀ ଓ ସାରାଙ୍କ ନୂଆ ଭିଡିଓ । ଏଥର ଜିମ ବାହାରେ ଏକାଠି ୱାର୍କଆଉଟ କରୁଥିବାର ନଜର ଆସିଲେ ଦୁଇ ଅଭିନେତ୍ରୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ବି-ଟାଉନର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ‘ଧଡକ’ ଫେମ ଜାହ୍ନବୀ କପୁର ବର୍ତ୍ତମାନ ସମସ୍ତଙ୍କ ଫେଭରେଟ ହିରୋଇନ ସାଜିଛନ୍ତି । ଦୁଇଜଣଙ୍କ ବିଷୟରେ ଜାଣିବାକୁ ସବୁବେଳେ ବ୍ୟାକୁଳ ଥାଆନ୍ତି ଫ୍ୟାନ୍ସ । ଇତିମଧ୍ୟରେ ଦୁଇ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଆଉ ଦୁହେଁଙ୍କୁ ଏକାଠି ଦେଖି ଖୁସ୍ ହୋଇଯାଇଛନ୍ତି ଫ୍ୟାନ୍ସ ।

କଥାଟି ହେଲା ଯେ ସବୁବେଳେ ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଥିବା ସାରା ଓ ଜାହ୍ନବୀ ଏଥର ଏକାଠି ୱାର୍କଆଉଟ କରୁଥିବାର ନଜର ଆସୁଛନ୍ତି । ଭାଇରାଲ ହେବାରେ ଲାଗିଛି ୱାର୍କଆଉଟ ଭିଡିଓ । ଯାହାକୁ ଇନଷ୍ଟାଗ୍ରାମରେ ସେୟାର କରି ଚର୍ଚ୍ଚାରେ ସାରା ।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଗୋ ୱିଥ୍ ଫ୍ଲୋ, ଷ୍ଟେଡି ଆଣ୍ଡ ସ୍ଲୋ, କିକ୍ ହାଇ ସ୍ବାଟ୍ ଲୋ । ଯାହାଦ୍ବାରା ଆପଣ ଗୋଲ୍ଡେନ ଗ୍ଲୋ ପାଇବାରିବେ । ଅଧିକ ଜାଣିବା ପାଇଁ ପଚାରନ୍ତୁ ।’

ଯଦି ଭିଡିଓ କଥା ହେବା ସାରା ଓ ଜାହ୍ନବୀ ଏକାଠି ହାର୍ଡକୋର ୱାର୍କଆଉଟ କରୁଛନ୍ତି । କେତେବେଳେ ପେଟର ଏକ୍ସରସାଇଜ କରୁଥିବାର ନଜର ଆସୁଛନ୍ତି ତ ଆଉ କେତେବେଳେ ସ୍ବାଟ୍ ମାରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.