ETV Bharat / sitara

ପୁଅ ଉପରେ ଫିଦା ବାପା - ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’

ଲୋକପ୍ରିୟ ଅଭିନେତା ଶାହିଦ କପୁରଙ୍କ ଅଭିନୟରେ ପୂର୍ବରୁ ଫିଦା ଥିଲେ ଦର୍ଶକ । କିନ୍ତୁ ଏବେ ପିତା ପଙ୍କଜ କପୁର ମଧ୍ୟ ପୁଅ ଅଭିନୟର ଦିୱାନା ହୋଇଯାଇଛନ୍ତି । ଶାହିଦଙ୍କ ଅଭିନୟ ବିଷୟରେ କହିଲେ ଏମିତି କିଛି...

pankaj kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର ଫ୍ୟାନକ୍ଲବ
author img

By

Published : Nov 26, 2019, 9:10 PM IST

ମୁମ୍ବାଇ: ବି-ଟାଉନର କ୍ୟୁଟ ଆକ୍ଟର ଶାହିଦ କପୁରଙ୍କ ଅଭିନୟ ସବୁବେଳେ ପସନ୍ଦ କରନ୍ତି ଦର୍ଶକ । ସେ ସବୁ ଭୂମିକାରେ ସହଜରେ ଫିଟ୍ ଆସିଯାଆନ୍ତି । ନିକଟରେ ତାଙ୍କୁ ପାଗଳ ପ୍ରେମୀ ଅବତାରରେ ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ରେ ଦେଖିବାକୁ ମିଳିଥିଲା । ଯାହାପରେ ତାଙ୍କର ଖୁବ୍ ଚର୍ଚ୍ଚା ହୋଇଥିଲା । ଇତିମଧ୍ୟରେ ତାଙ୍କ ଅଭିନୟକୁ ନେଇ ବଡ ବୟାନ ଦେଇଛନ୍ତି ତାଙ୍କ ପିତା ତଥା ବିଶିଷ୍ଟ ଅଭିନେତା ପଙ୍କଜ କପୁର । ଯାହା ଶୁଣି ଖୁସି ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ ।

ଲାଡଲା ଶାହିଦଙ୍କ ଅଭିନୟ ଉପରେ ପିତା ପଙ୍କଜ କହିଛନ୍ତି ଯେ ସେ ନିଜ ଭୂମିକା ଚୟନ କରିବାରେ ପରିପକ୍ବ । ଆଉ ତାଙ୍କ ଅଭିନୟର ଦକ୍ଷତା ଅନେକ ଥର ସାବ୍ୟସ୍ତ ମଧ୍ୟ ହୋଇଛି । ଏକ ସାକ୍ଷାତକାରରେ ଯୋଗ ଦେଇ ଏମିତି କହିଥିଲେ ସେ ।

କିଛି ବର୍ଷ ପୂର୍ବେ ତାଙ୍କୁ ଯେବେ ଶାହିଦଙ୍କ ଅଭିନୟ ବିଷୟରେ ପ୍ରଶ୍ନ କରାଯାଇଥିଲା ତେବେ ସେ କହିଥିଲେ ଯେ ତାଙ୍କୁ ଯେପର୍ଯ୍ୟନ୍ତ ନାଟକୀୟ ଭୂମିକା ମିଳିନାହିଁ ସେହି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସେହି ସମୟରେ ହିଁ ଆପଣ ତାଙ୍କ ବାସ୍ତବିକ କ୍ଷମତା ଦେଖିବାକୁ ପାଇବେ। ବର୍ତ୍ତମାନ ଦର୍ଶକଙ୍କ ଜାଣିପାରିଛନ୍ତି ଯେ ଶାହିଦ କିପରି ଅଭିନେତା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.