ETV Bharat / sitara

ପୋଲିସକର୍ମୀଙ୍କୁ ସାନିଟାଇଜର ବାଣ୍ଟିଲେ ଅରିନ୍ଦମ

ଅରିନ୍ଦମ ରାୟଙ୍କ ନୂଆ ପ୍ରୟାସ। ସାନିଟାଇଜର ତିଆରି କରି କଟକ ପୋଲିସକୁ ବାଣ୍ଟିଲେ। ଏହାଦ୍ବାରା ସେ ପୋଲିସ କର୍ମୀଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା ଚଳାଇଛନ୍ତି।

author img

By

Published : Apr 22, 2020, 7:40 PM IST

actor arindam roy
ଫଟୋ ସୌଜନ୍ୟ: ଫେସବୁକ

କଟକ: ରାଜ୍ୟବାସୀ ବର୍ତ୍ତମାନ କୋରୋନା ଭାଇରସ ପାଇଁ ନିଜ ନିଜ ଘରେ ସମୟ ବିତାଉଛନ୍ତି। ଲକଡାଉନକୁ ନେଇ ରାଜ୍ୟ ସରକାର କଡା କାର୍ଯ୍ୟନୁଷ୍ଠାନ ନେଉଛନ୍ତି । ସରକାରଙ୍କ ସହ ଓଲିଉଡ ସେଲିବ୍ରିଟି ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି। ଇତମଧ୍ୟରେ ଫେମସ ହିରୋ ଅରିନ୍ଦମ ରାୟଙ୍କ ମହାନ କାର୍ଯ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ବର୍ତ୍ତମାନ କୋରୋନା ମୁକାବୁଲା ପାଇଁ ସାନିଟାଇଜର ଆବଶ୍ୟକତା ଅଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବିଶେଷ କରି ପୋଲିସକ କର୍ମୀଙ୍କୁ । କାରଣ ଦିନରାତି ଏମାନେ ରାଜ୍ୟବାସୀଙ୍କ ସେବାରେ ଲାଗିଛନ୍ତି । ବଜାରରେ ଏବେ ସାନିଟାଇଜର ଅଭାବ ଦେଖିବାକୁ ମିଳିଲା। ଯାହାକୁ ଦୃଷ୍ଟିରେ ରଖି ଅରିନ୍ଦମ ପୋଲିସକୁ ସାନିଟାଇଜର ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉକି କଟକ ଖ୍ରୀଷ୍ଟ କଲେଜରେ ସାନିଟାଇଜର ପ୍ରସ୍ତୁତ କରି ପାଖାପାଖି 200ରୁ ଅଧିକ ବୋତଲ କଟକ ଡିସିପିଙ୍କୁ ଦେଇଛନ୍ତି ସେ। ତେବେ ଏହା ପୋଲିସ ମାନଙ୍କୁ ସହାୟତ କରିବା ବୋଲି ଅରିନ୍ଦମ ଆଶା କରୁଛନ୍ତି । ଏହି ସଙ୍କଟପୂର୍ଣ୍ଣ ସମୟରେ ପୋଲିସକ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି ସେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.