ETV Bharat / sitara

କ୍ୟାନସରରେ ପୀଡିତ ଟିଭି ଅଭିନେତ୍ରୀ ରାଜେଶ୍ବରୀ - cancer

ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜ କ୍ୟାନ୍ସର ବିଷୟରେ ଜଣାଇଲେ ଓଡ଼ିଆ ଟେଲିଭିଜନ ଇଣ୍ଡଷ୍ଟ୍ରୀ ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଫେସବୁକ@ରାଜେଶ୍ବରୀ
author img

By

Published : May 14, 2019, 11:26 PM IST

ହାଇଦ୍ରାବାଦ: ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ରଙ୍କୁ ନେଇ ଏକ ନୈରାଶଜନ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଦୁଃଖି ହୋଇପାରନ୍ତି ତାଙ୍କ ଫ୍ୟାନ୍ସ । କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ରାଜେଶ୍ବରୀ । ଏହି କଥାର ଖୁଲାସା ସେ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ।

  • " class="align-text-top noRightClick twitterSection" data="">

ଗତ ଶନିବାର ସେ ନିଜ ଫେସବୁକରେ ଏକ ଫଟୋ ସେୟାର କରି ନିଜ ଅସୁସ୍ଥତା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ସେ ନିଜ ରୋଗ ସହ ଲଢୁଥିବାର କଥା କହିବା ସହ ଫ୍ୟାନ୍ସଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି । ପ୍ରକାଶ ଥାଉକି ସେ ଏହି ସମୟରେ ବ୍ରେନ (ମସ୍ତିଷ୍କ) ଓ ଲଙ୍ଗସ (ପୁସଫୁସ) କ୍ୟାନ୍ସରର ଚିକିତ୍ସା କରାଉଛନ୍ତି ।

ସେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "I am fighting with brain and lung cancer and I am sure I will win... will be back soon with a new look... God is with me and please bless me."

ଜଣାଇ ଦେଉଛୁ ଯେ, ରାଜେଶ୍ବରୀ ଛୋଟ ପରଦାରେ ଧାରାବାହିକ 'ସ୍ବାଭିମାନ' ରେ ଅଭିନୟ କରିସାରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.