ETV Bharat / sitara

ଘୁଞ୍ଚିଲା ‘ବାଇପାସ ରୋଡ’ର ରିଲିଜ ତାରିଖ - ଥ୍ରିଲର ଡ୍ରାମା ‘ବାଇପାସ ରୋଡ’

ଦର୍ଶକଙ୍କୁ ନିରାଶ କରିଛନ୍ତି ‘ବାଇପାସ ରୋଡ’ ମେକର୍ସ । ନଭେମ୍ବର 1ରେ ରିଲିଜ ହେବାକୁ ଯାଉଥିବା ନିଲ ନିତିନ ମୁକେଶଙ୍କ ହରର ଫିଲ୍ମ ‘ବାଇପାସ ରୋଡ’ ନଭେମ୍ବର 8ରେ ରିଲିଜ ହେବ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିଲ ନିତିନ ମୁକେଶ
author img

By

Published : Oct 25, 2019, 1:38 PM IST

ମୁମ୍ବାଇ: ନିଲ ନିତିନ ମୁକେଶଙ୍କ ଅପକମିଂ ହରର, ଥ୍ରିଲର ଡ୍ରାମା ‘ବାଇପାସ ରୋଡ’ର ଦମଦାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ସବୁଠାରୁ ମୁଖ୍ୟ କଥା ହେଲା କି ଏହି ଫିଲ୍ମ ଜରିଆରେ ନିଲଙ୍କ ଭାଇ ନମନ ନିତିନ ମୁକେଶ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ବାଇପାସ ରୋଡ’ରେ ନିଲଙ୍କ ସହ ଅଦା ଶର୍ମାଙ୍କ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିବ ।

ପୂର୍ବରୁ ମେକର୍ସ ଫିଲ୍ମର ରିଲିଜ ତାରିଖ ନଭେମ୍ବର 1 ରଖିଥିଲେ । ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ଫିଲ୍ମ ଦେଖିବା ପାଇଁ। କାରଣ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି ମେକର୍ସ।

ଏହି ଥ୍ରିଲର ଫିଲ୍ମରେ ନିଲ paraplegic ରୋଗରେ ଆକ୍ରାନ୍ତ ଥିବେ । ଯିଏ ପୁରା ଫିଲ୍ମ ହ୍ବିଲଚେୟାରରେ ବସିଥିବାର ନଜର ଆସିବେ । ଫିଲ୍ମରେ ଅଦା ଓ ନିକଙ୍କ ବ୍ୟତୀତ ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଗୁଲ ପନାଗ ଓ ରଜିତ କପୁର ପ୍ରମୁଖ ଅଭିନୟ କରୁଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.