ETV Bharat / sitara

ରୋମାନ୍ସ କରିବେ କାର୍ତ୍ତିକ-କ୍ୟାଟ୍ରିନା

author img

By

Published : Jan 30, 2021, 5:12 PM IST

କାର୍ତ୍ତିକଙ୍କ ଆଗାମୀ ଫିଲ୍ମରେ ନଜର ଆସିପାରନ୍ତି କ୍ୟାଟ । ଫିଲ୍ମ ‘ଫ୍ରେଡୀ’କୁ ନେଇ ଏମିତି ଚର୍ଚ୍ଚା । ଅଧିକ ପଢନ୍ତୁ...

3x2
3x2

ମୁମ୍ବାଇ:କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଏଥର ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ସଫଳତାର ସିଡି ଚଢି ଚଢି ଯାଉଥିବା କାର୍ତ୍ତିକଙ୍କ ହାତରେ ଲାଗିଛି ଆଉ ଏକ ବିଗ୍ ବଜେଟ ଫିଲ୍ମ । ଏଥର ସେ ସୁପରଷ୍ଟାର ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜ୍‌ ଏଣ୍ଟରଟେନମେଣ୍ଟର ଆଗାମୀ ଫିଲ୍ମ ‘ଫ୍ରେଡୀ’ରେ ଆସିବେ ନଜର । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ଦ୍ଦେଶକ ଅଜୟ ବହଲ ।

ସେହିପରି ଏହି ଫିଲ୍ମରେ କ୍ୟାଟ୍ରିନାଙ୍କୁ କାଷ୍ଟ କରାଯିବା ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି । ମେକର୍ସ ବର୍ତ୍ତମାନ ଫିଲ୍ମ ପାଇଁ କ୍ୟାଟଙ୍କ ସହ କଥାବାର୍ତ୍ତା କରୁଛନ୍ତି । ହେଲେ ଏଯାବତ ଅଭିନେତ୍ରୀ ଫିଲ୍ମ ସାଇନ କରିବା ଖବର ସାମ୍ନାକୁ ଆସିନାହିଁ । ଯାହା ଜାଣିବାକୁ ଅପେକ୍ଷା କରି ବସିଛନ୍ତି ଫ୍ୟାନ୍ସ ।

ଅନ୍ୟପଟେ ‘ଫ୍ରେଡୀ’ ବ୍ୟତୀତ ଏବର୍ଷ କାର୍ତ୍ତିକଙ୍କ ଅନେକ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି କ୍ରମରେ ସାମିଲ ଅଛି ‘ଭୁଲ ଭୁଲୈୟା 2’, ‘ଦୋସ୍ତାନା 2’ ଏବଂ ‘ଧମାକା’ ଭଳି ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.