ETV Bharat / sitara

କ୍ୟାଟଙ୍କ ହିଡେନ ଟ୍ୟାଲେଣ୍ଟ, ଦିୱାନ ହେଲେ ଫ୍ୟାନ୍ସ - କ୍ୟାଟ୍ରିନା କୈଫଙ୍କ ଇନଷ୍ଟାଗ୍ରାମ ଭିଡିଓ

ସୋସିଆଲ ମିଡିଆରେ ପୁଣି ଛାଇଲା କ୍ୟାଟ୍ରିନା କୈଫଙ୍କ ନୂଆ ଭିଡିଓ। ଜାଣନ୍ତୁ କିପରି ଘରେ ସମୟ ବିତାଉଛନ୍ତି ସେ...

_katrina kaif
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ
author img

By

Published : Mar 20, 2020, 10:07 AM IST

ମୁମ୍ବାଇ: ବଲିଉଡ ଷ୍ଟାର୍ସ କୋରୋନା ଭାଇରସରୁ ବଞ୍ଚିବା ପାଇଁ ନିଜ ନିଜ ଘରେ ସମୟ ବିତାଉଛନ୍ତି। ସଲମାନ ଖାନ ପେଣ୍ଟିଂ କରି ସମୟ କାଟୁଥିବା ବେଳେ ସୈଫ ଅଲ୍ଲୀ ଖାନ ବହି ପଢିବାରେ ବ୍ୟସ୍ତ ନଜର ଆସୁଛନ୍ତି। ସେହିପରି ସେକ୍ସୀ କ୍ୟାଟ୍ରିନା କୈଫଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯାହାଦ୍ବାରା ଫ୍ୟାନ୍ସଙ୍କୁ ଜଣାପଡିଯାଇଛି ଯେ କ୍ୟାଟ କିପରି ଘରେ ସମୟ ବିତାଉଛନ୍ତି। ଖାଲି ଏତିକି ନୁହେଁ ଭିଡିଓ ଦ୍ବାରା ତାଙ୍କ ହିଡେନ ଟ୍ୟାଲେଣ୍ଟ ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସିଛି।

ଆଜ୍ଞା ହଁ, ସେ ଘରେ ଗିଟାର ବଜାଇ ଏନଜୟ କରୁଛନ୍ତି । ଯାହାର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘କାର୍ଯ୍ୟ ପ୍ରଗତିରେ ଅଛି । ସାଉଣ୍ଡ ମଧ୍ୟ କିଛି ଦିନରେ ଆସିବ। ଆଶା କେବଳ ଏତିକି, ଅଙ୍କୁର ତିୱାରୀଙ୍କ ମୁଣ୍ଡ ତଳକୁ ହେବାକୁ ଦେବିନି।’

ଫ୍ୟାନ୍ସଙ୍କୁ ମଧ୍ୟ କ୍ୟାଟଙ୍କ ଏହି ଟ୍ୟାଲେଣ୍ଟ ଖୁବ୍ ପସନ୍ଦ ଆସିଛି। ବର୍ତ୍ତମାନ ତାଙ୍କ ଇନବକ୍ସ ଶାନଦାର କମେଣ୍ଟରେ ଭର୍ତ୍ତି ହୋଇଗଲାଣି । ପ୍ରକାଶ ଥାଉକି ତାଙ୍କ ଅଭିନୀତ ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏମାସ 24ରେ ରିଲିଜ ହୋଇଥାଆନ୍ତା । ହେଲେ କୋରୋନା ଭାଇରସ ପାଇଁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଦିଆଯାଇଛି । ଫିଲ୍ମରେ କ୍ୟାଟଙ୍କ ସହ ରୋମାନ୍ସ କରିବେ ଖିଲାଡି ଅକ୍ଷୟ କୁମାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.