ETV Bharat / sitara

ପ୍ରଥମ ଥର ଅମିତାଭଙ୍କ ସହ କାମ କରିବେ କାର୍ତ୍ତିକ

author img

By

Published : Sep 21, 2019, 2:41 PM IST

କାର୍ତ୍ତିକଙ୍କ ସ୍ବପ୍ନ ହେବ ପୂରଣ । ପ୍ରଥମ ଥର ଏକାଠି ନଜର ଆସିବେ ବିଗ-ବି ଓ କାର୍ତ୍ତିକ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସମସ୍ତେ କାମ କରିବାକୁ ଚାହାଁନ୍ତି । ଆଜିର ପିଢି ପାଇଁ ବିଗ-ବିଙ୍କ ସହ କାମ କରିବା ଏକ ସ୍ବପ୍ନ । ତେବେ କାର୍ତ୍ତିକ ଆରୟନଙ୍କ ପାଇଁ ସ୍ବପ୍ନ ପୂରଣ ହୋଇଛି । ନିକଟରେ କାର୍ତ୍ତିକ ଆରୟନ, ଅମିତାଭଙ୍କ ସହ କାମ କରିବାକୁ ଚାହାଁନ୍ତି ବୋଲି କହିଥିଲେ ।

ତେବେ ଏହା କୌଣସି ଫିଲ୍ମ ନୁହେଁ ବରଂ ଏକ ବିଜ୍ଞାପନରେ ଏକାଠି କାମ କରିବେ ଦୁହେଁ । କପଡା ବ୍ରାଣ୍ଡରେ ଉଭୟ କାମ କରିବେ । ବ୍ରାଣ୍ଡର ମାଲିକ ଅମିତାଭ ଓ କାର୍ତ୍ତିକଙ୍କୁ ଏକାଠି ନେବାକୁ ଚାହୁଁଛନ୍ତି । ଅନ୍ୟପକ୍ଷେ କାର୍ତ୍ତିକଙ୍କ ଫିଲ୍ମ ‘ସୋନୁ କେ ଟିଟୁ କି ସ୍ବିଟି’ ଅମିତାଭ ବଚ୍ଚନଙ୍କୁ ଖୁବ ପସନ୍ଦ ଆସିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.