ETV Bharat / sitara

'ଫ୍ୟାନ୍ସଙ୍କ ଫ୍ୟାନ କାର୍ତ୍ତିକ' - kartik-aaryan film-promotion

ନିକଟରେ, କାର୍ତ୍ତିକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେହି ସମୟର ଯେତେବେଳେ ସେ ତାଙ୍କର ଗୋଟିଏ ଚଳଚ୍ଚିତ୍ରର ପ୍ରମୋସନ ପାଇଁ କଲେଜରେ ପହଞ୍ଚିଥିଲେ ଏବଂ ମହିଳା ପ୍ରଶଂସକମାନେ ତାଙ୍କୁ ଘେରି କରି ରହିଥିଲେ । ଭିଡିଓ ସହିତ କାର୍ତ୍ତିକ ଲେଖିଛନ୍ତି, ମୁଁ ମୋର ପ୍ରଶଂସକଙ୍କ ଫ୍ୟାନ ଅଟେ । ଅଧିକ ପଢନ୍ତୁ...

kartik-aaryan-shares-glimpse-of-his-fanception-during-his-film-promotion
'ଫ୍ୟାନ୍ସଙ୍କ ଫ୍ୟାନ କାର୍ତ୍ତିକ'
author img

By

Published : May 29, 2021, 6:56 PM IST

ନୂଆଦିଲ୍ଲୀ: ବଲିଉଡର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ଯ୍ୟାନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ସର୍ବଦା ତାଙ୍କର ଫଟୋ ମଜାଦାର ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ନିକଟରେ, କାର୍ତ୍ତିକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେହି ସମୟର ଯେତେବେଳେ ସେ ତାଙ୍କର ଗୋଟିଏ ଚଳଚ୍ଚିତ୍ରର ପ୍ରମୋସନ ପାଇଁ କଲେଜରେ ପହଞ୍ଚିଥିଲେ ଏବଂ ମହିଳା ପ୍ରଶଂସକମାନେ ତାଙ୍କୁ ଘେରି କରି ରହିଥିଲେ । ଭିଡିଓରେ ଆପଣମାନେ ଦେଖିପାରିବେ ଯେ, କାର୍ତ୍ତିକ ତାଙ୍କର ଜଣେ ପ୍ରଶଂସକଙ୍କ ସାମ୍ନାରେ ପ୍ରପ୍ରୋଜ କରିବା ଷ୍ଟାଇଲରେ ବସି ତାଙ୍କ ହାତରେ କିସ କରି ତାଙ୍କୁ ଆଲିଙ୍ଗନ କରିଥିବାର ଦେଖିବାକୁ ମିଳିଛି ।

ଭିଡିଓ ସହିତ କାର୍ତ୍ତିକ ଲେଖିଛନ୍ତି, 'ଏହାକୁ ପରି କଳ୍ପନା କୁହାଯାଏ କାରଣ ମୁଁ ମୋର ପ୍ରଶଂସକଙ୍କ ଫ୍ୟାନ ଅଟେ? ଏହି ଅନୁଭବ ପାଇଁ ମୁଁ ସବୁବେଳେ ଏହା କରିପାରିବି' ।

ଏବେ କାର୍ତ୍ତିକଙ୍କ ଏହି ଭିଡିଓକୁ ଫ୍ୟାନ୍ସ ବହୁତ ପସନ୍ଦ କରିବା ସହିତ କମେଣ୍ଟ ବକ୍ସରେ ବହୁ ମନ୍ତବ୍ୟ ଦେଉଛନ୍ତି ।

ପ୍ରକାଶ ଥାଉ ଯେ, କିଛିଦିନରୁ ହେବ କାର୍ତ୍ତିକ ବହୁ ଚର୍ଚ୍ଚାରେ ଥିଲେ । ସେ ସୁପରଷ୍ଟାର ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ଆଗାମୀ ଫିଲ୍ମରେ ନଜର ଆସିବେ ବୋଲି ଜଣାପଡିଥିଲା । ଯାହାକୁ ନେଇ ଖୁସି ଥିଲେ ଫ୍ୟାନ୍ସ । ହେଲେ ବର୍ତ୍ତମାନ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । କାରଣ ଫିଲ୍ମରୁ ବାଦ ପଡିଛନ୍ତି କାର୍ତ୍ତିକ । ଏହାସହ ସେ ଦସ୍ତଖତ ରାଶି ମଧ୍ୟ ଫେରସ୍ତ କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.