ETV Bharat / sitara

ଦୀପାବଳି ପାଇଁ ତୈମୁରକୁ ନେଇ ଧର୍ମଶାଳାରେ ବେବୋ - ଦୀପାବଳି ସେଲିବ୍ରେଟ ପାଇଁ ତୈମୁର ସହ ଧର୍ମଶାଳାରେ ପହଞ୍ଚିଲେ

ଶୁକ୍ରବାର ଦୀପାବଳି ସେଲିବ୍ରେସନ ପାଇଁ କରୀନା ପୁଅ ତୈମୁରକୁ ନେଇ ଧର୍ମଶାଳାରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

kareena-arrives-in-dharamsala-with-son-taimur to-celebrate-diwali
ଦୀପାବଳି ସେଲିବ୍ରେଟ ପାଇଁ ତୈମୁର ସହ ଧର୍ମଶାଳାରେ ପହଞ୍ଚିଲେ ବେବୋ
author img

By

Published : Nov 14, 2020, 8:07 PM IST

ନୂଆଦିଲ୍ଲୀ : ଶୁକ୍ରବାର ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ପୁଅ ତୈମୁର ସହ ଧର୍ମଶାଳାରେ ପହଞ୍ଚିଛନ୍ତି । କରୀନାଙ୍କ ସ୍ବାମୀ ଅଭିନେତା ସୈଫ ଅଲ୍ଲୀ ଖାନ ମଧ୍ୟ ଡେଲହାଉସିରେ ଫିଲ୍ମ ସୁଟିଂ ଶେଷ କରିବା ପରେ ଏବେ ଧର୍ମଶାଳା ପାଇଁ ବାହାରିଛନ୍ତି । ସେ ଶନିବାର ଧର୍ମଶାଳାରେ ପହଞ୍ଚିବେ । ପୁରା ପରିବାର ଏଠାରେ ଦୀପାବଳି ସେଲିବ୍ରେଟ କରିବେ ।

କରୀନା ପ୍ରଥମ ଥର ପାଇଁ ଧର୍ମଶାଳାରେ ପହଞ୍ଚିଛନ୍ତି । ଏଥିସହିତ ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ ଧର୍ମଶାଲାରେ ପହଞ୍ଚିଛନ୍ତି ।

ଏହାପୂର୍ବରୁ କରୀନା କହିଥିଲେ ଯେ, ସେ ଚଳିତ ବର୍ଷ ବହୁ ସମୟ ଧରି ଘରେ ରହିଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଧର୍ମଶାଳାରେ ସମୟ ବିତାଇବା ଏକ ଭଲ ଅଭିଜ୍ଞତା ହେବ ।

ପ୍ରକାଶ ଥାଉ ଯେ, ଚଳିତ ବର୍ଷ କୋରୋନା ଯୋଗୁଁ ବଲିଉଡ ତାରକାମାନେ କୌଣସି ପାର୍ଟିର ଆୟୋଜନ କରିନାହାଁନ୍ତି । ଅଧିକାଂଶ ସେଲିବ୍ରେସନ ଏଥର ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ସହ ଦିପାବଳୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.