ETV Bharat / sitara

ଆମ ଦେଶର ନାମ ଶାହାରୁଖ ଖାନ !

author img

By

Published : May 20, 2020, 6:30 AM IST

କରନ ୟଶଙ୍କୁ ଆମେ ରହୁଥିବା ଦେଶର ନାମ ପଚାରୁଛନ୍ତି । ଆଉ ଏହାର ଜବାବରେ ସେ କହୁଛନ୍ତି ଶାହାରୁଖ ଖାନ । ଅଧିକ ପଢନ୍ତୁ...

ଆମ ଦେଶର ନାମ ଶାହାରୁଖ ଖାନ !
ଆମ ଦେଶର ନାମ ଶାହାରୁଖ ଖାନ !

ମୁମ୍ବାଇ: ଆମ ଦେଶର ନାମ ପ୍ରକୃତରେ ଭାରତ ନୁହେଁ । ଏହାର ନାମ ଶାହାରୁଖ ଖାନ । କଣ ଚମକି ପଡିଲେ କି ? ଆଜ୍ଞା, ଏକଥା ଆମେ କହୁନୁ । ଏହା କହିଛନ୍ତି ପ୍ରଖ୍ୟାତ ଫିଲ୍ମମେକର୍ସ କରନ ଜୋହରଙ୍କ ପୁଅ ।

ଏନେଇ କରନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ତାଙ୍କ 2 ଛୁଆ ୟଶ ଓ ରୁହିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି । ଏହି ସମୟରେ କରନ ୟଶଙ୍କୁ ଆମେ ରହୁଥିବା ଦେଶର ନାମ ପଚାରୁଛନ୍ତି । ଆଉ ଏହାର ଜବାବରେ ସେ କହୁଛନ୍ତି ଶାହାରୁଖ ଖାନ ।

ସୋସିଆଲ ମିଡିଆରେ ଭିଡିଓ ଖୁବ୍ ଭାଇରାଲ ହୋଇଛି । ଅନେକ ୟୁଜର୍ସ ଓ ସେଲିବ୍ରିଟି ଏଥିରେ ମଜାଦାର କମେଣ୍ଟ ଦେଇଛନ୍ତି । ପ୍ରକାଶ ଥାଉ କି ୟଶ ଓ ରୁହି ଶାହାରୁଖଙ୍କର ବଡ ଫ୍ୟାନ୍ । ସବୁବେଳେ ସେମାନେ ଶାହାରୁଖଙ୍କ ବିଷୟରେ ଆଲୋଚନା କରନ୍ତି । ବିଶେଷ କରି ଲକଡାଉନରେ ଏହା ଉପରେ ଅଧିକ ଭିଡିଓ କରିଛନ୍ତି କରନ ଜୋହର । ଲକଡାଉନ ୱିଥ୍ ଜୋହର ନାମରେ ବିଭିନ୍ନ ମଜାଦାର ଭିଡିଓ ସେୟାର କରୁଛନ୍ତି କରନ । ଏଥିରେ ସେ ତାଙ୍କ ପୁଅ-ଝିଅଙ୍କର ବିଭିନ୍ନ ଭିଡିଓ ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.