ETV Bharat / sitara

ଡେବ୍ୟୁ କରିବେ ସନିଙ୍କ ଲାଡଲା, ଦେଖନ୍ତୁ ଗୀତ - ସାହେର ବାମ୍ବା

ରିଲିଜ ହୋଇଯାଇଛି ‘ପଲ୍ ପଲ୍ ଦିଲ କେ ପାସ’ର ପ୍ରଥମ ଗୀତ ‘ହୋ ଜାଓ ଆୱାରା’ ରିଲିଜ ହୋଇଯାଇଛି । ମସ୍ତିଭରା ଅନ୍ଦାଜରେ ନଜର ଆସିଲେ କରନ ଦେଓଲ ଓ ସାହେର ବାମ୍ବା ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 20, 2019, 9:26 PM IST

ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ଦେଖିବାକୁ ମିଳିବ ଦୁଇ ନୂଆ ଚେହେରା । ଏଥର ଆକ୍ସନ ଅଭିନେତା ସନି ଦେଓଲଙ୍କ ପୁଅ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆଜ୍ଞା ହଁ, କରନ ଦେଓଲ ଓ ସାହେର ବାମ୍ବା(Sahher Bambba) ଫିଲ୍ମ ‘ପଲ୍ ପଲ୍ ଦିଲ କେ ପାସ’ ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିବେ । ନିକଟରେ ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ଜାରି ହୋଇଥିଲା । ଆଉ ମଙ୍ଗଳବାର ଫିଲ୍ମର ପ୍ରଥମ ଗୀତ ‘ହୋ ଜାଓ ଆୱାରା’ ରିଲିଜ ହୋଇଯାଇଛି ।

  • " class="align-text-top noRightClick twitterSection" data="">

ମୁଖ୍ୟ କଥା ହେଲା କି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିଜେ ସନି । ଗୀତ ରିଲିଜ ଅବସରରେ ସନି ଟ୍ବିଟରରେ ଗୀତର ଲିଙ୍କ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଏହି ଗୀତ ଆପଣଙ୍କୁ ଫ୍ରି ଅନୁଭବ କରାଇବ’ ।

ଟ୍ବିଟର ବ୍ୟତୀତ ସନି ଇନଷ୍ଟାଗ୍ରାମରେ ମଧ୍ୟ ଗୀତ ରିଲିଜ ହେବା ସୂଚନା ଦେଇଛନ୍ତି । ଆଉ ଲେଖିଛନ୍ତି, ‘ସଙ୍ଗ ଆଉଟ ନାଓ’ । ‘ହୋ ଜାଓ ଆୱାରା’ ଗୀତଟି ରିଲିଜ ହେବା ମାତ୍ରେ 40 ହଜାରରୁ ଅଧିକ ଲାଇକ୍ସ ସୋସିଆଲ ମିଡିଆରେ ମିଳିସାରିଲାଣି ।

ଏହି ଗୀତକୁ ସାଚେତ ପରମ୍ପରା କମ୍ପୋଜ କରିଥିବା ବେଳେ ସିଦ୍ଧାର୍ଥ ଓ ଗରିମା ଏହାକୁ ଲେଖିଛନ୍ତି । ସେହିପରି ଆସ୍ କିଙ୍ଗ ଓ ମୋନାଲୀ ଠାକୁର ଏହି ଗୀତଟିକୁ ଗାଇଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.