ETV Bharat / sitara

କାଜୋଲଙ୍କ ସିକ୍ରେଟ କ୍ରଶ୍ ଖିଲାଡି ! - ଫେମସ ନିର୍ମାତା କରନ ଜୋହର

କାଜୋଲଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଅଜୟ ଦେବଗନଙ୍କ ପତ୍ନୀଙ୍କୁ ପ୍ରଥମେ ପସନ୍ଦ ଥିଲେ ଏହି ଅଭିନେତା...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 21, 2020, 6:58 AM IST

ମୁମ୍ବାଇ: ବଲିଉଡରେ ଅନେକ କପଲ ଏମିତି ଅଛନ୍ତି ଯାହାଙ୍କୁ ଦର୍ଶକ ପରଫେକ୍ଟ ମାନନ୍ତି। ଆଉ ଯେତେବେଳେ ବେଷ୍ଟ କପଲଙ୍କ ନାମ ଆସେ ତେବେ କାଜୋଲ-ଅଜୟ ଦେବଗନଙ୍କ ନାମ ସମସ୍ତଙ୍କ ମୁହଁରେ ଆସିଥାଏ। ଏକାଠି ଫିଲ୍ମରେ କାମ କରି ଜଲଦି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଯୋଡି। ହୁଏତଃ ଫ୍ୟାନ୍ସଙ୍କୁ ଏହା ଜଣା ନାହିଁ ଯେ ଅଜୟଙ୍କ ବ୍ୟତୀତ କାଜୋଲଙ୍କ କ୍ରଶ ଆଉ କେଉଁ ଅଭିନେତା ଥିଲେ । ଲକଡାଉନ ସମୟରେ ସେଲିବ୍ରିଟିଙ୍କୁ ନେଇ ଅନେକ ରାଜ୍ ଉପରୁ ପରଦା ଉଠୁଛି । ତେବେ ଆସନ୍ତୁ କାଜୋଲଙ୍କ ବିଷୟରେ କିଛି ଖାସ୍ କଥା...

ଏକ ଟିଭି ଶୋରେ ଫେମସ ନିର୍ମାତା କରନ ଜୋହର ଏହି କଥାର ଖୁଲାସା କରିଥିଲେ। ସେ ଜଣାଇଥିଲେ ଯେ ମୁମ୍ବାଇର ଇଭେଣ୍ଟ ସମୟରେ ନିଜ କ୍ରଶ୍ ଅକ୍ଷୟ କୁମାରଙ୍କୁ ଖୋଜୁଥିଲେ କାଜୋଲ । ଏହି କଥାଟି 1991ର। ଯେବେ ବିଶିଷ୍ଟ ଅଭିନେତା ଋଷି କପୁର ଓ ଜେବା ବଖତିଆରଙ୍କ ଫିଲ୍ମ ‘ହିନା’ର ପ୍ରିମିୟର ଚାଲିଥିଲା। ଆଉ ଅକ୍ଷୟଙ୍କୁ ଖୋଜିବାରେ ସେହି ସମୟରେ ସେ କାଜୋଲଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ।

ହୁଏତଃ ସେହି ସମୟରେ କରନ-କାଜୋଲଙ୍କୁ ଅକ୍ଷୟ ମିଳିନଥିଲେ। ହେଲେ ପରେ ଏହି ଯୋଡି ପରସ୍ପରର ଭଲ ବନ୍ଧୁ ସାଜିଥିଲେ । ଅକ୍ଷୟଙ୍କୁ ମଧ୍ୟ ଜଣାନାହିଁ ଯେ କାଜୋଲଙ୍କ ସେ କ୍ରଶ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.