ETV Bharat / sitara

ବଲିଉଡର ଜନ୍ମାଷ୍ଟମୀ ପାଳନ, ଦେଖନ୍ତୁ ଭିଡିଓ

author img

By

Published : Aug 25, 2019, 12:27 PM IST

ଜନ୍ମାଷ୍ଟମୀ ପାଳନ କରିଛନ୍ତି ବଲିଉଡ ଷ୍ଟାର । ଦହି ହାଣ୍ଡି ଭାଙ୍ଗି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ବାଗତ କରିଛି ବଲିଉଡ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ସରିଛି ଜନ୍ମଷ୍ଟମୀର ପବିତ୍ର ପର୍ବ । କଂସର କାରାଗାରରେ ଜନ୍ମଗ୍ରହଣ କରି ନନ୍ଦ ଘରେ ପାଳିତ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ । କୃଷଙ୍କ ଜନ୍ମ ଉତ୍ସବ ପାଳନ କରିଛି ଦେଶ, ଏଥିରେ ସାମିଲ ଅଛନ୍ତି ବଲିଉଡ ସେଲିବ୍ରିଟି । ଦହି ହାଣ୍ଡି ଉତ୍ସବ ପାଳନ କରୁଥିବାର ନଜର ଆସିଛନ୍ତି ବଲିଉଡ ସେଲିବ୍ରିଟି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଙ୍ଗଖାନ ଶାହାରୁଖ ନିଜ ବାସଭବନ ମନ୍ନତରେ ଦହି ହାଣ୍ଡି ଉତ୍ସବ ପାଳନ କରିଛନ୍ତି । ନିଜ ବଡଗାର୍ଡ କାନ୍ଧରେ ଚଢି ଦହି ହାଣ୍ଡି ଭାଙ୍ଗିଛନ୍ତି ଶାହାରୁଖ । ଅନ୍ୟପଟେ ଛୋଟ ତୈମୁର ମଧ୍ୟ ଜନ୍ମାଷ୍ଟମୀର ମଜା ନେଇଛନ୍ତି । ମାତ୍ର ତୈମୁର ହାଣ୍ଡି ନଭାଙ୍ଗି ବେଲୁନରେ ହାତ ମାରିଥିଲେ ।

ଶାହାରୁଖଙ୍କ ବ୍ୟତୀତ ଶିଳ୍ପା ସେଟ୍ଟି କୁନ୍ଦ୍ରା ମଧ୍ୟ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ପୁଅ ଭିଆନ ଦହି ହାଣ୍ଡି ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଆମିର ଖାନ ମଧ୍ୟ ନିଜ ଘରେ ଦହିହାଣ୍ଡି ଉତ୍ସବ ପାଳନ କରିଛନ୍ତି । ପୁଅ ଆଜାଦ ଆମୀରଙ୍କ ପିଠିରେ ଚଢି ଦହି ହାଣ୍ଡି ଭାଙ୍ଗୁଥିବାର ନଜର ଆସିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.