ETV Bharat / sitara

ବିନା ଅସ୍ତ୍ରରେ ମଇଦାନରେ ଅର୍ଜୁନ, ଦେଖନ୍ତୁ ଭିଡିଓ - arjun kapoor

ରିଲିଜ ହୋଇଛି ଅର୍ଜୁନ କପୁରଙ୍କ 'ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ'ର ଫାଷ୍ଟଲୁକ । ଏହି ପୋଷ୍ଟରରେ ଅର୍ଜୁନ କପୁରଙ୍କ କେବଳ ଚେହେରା ଦେଖିବାକୁ ମିଳିଛି । ଫିଲ୍ମଟି ମେ 24ରେ ରିଲିଜ ହେବ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଜବରଦସ୍ତ ଟିଜର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅର୍ଜୁନ କପୁର
author img

By

Published : Apr 16, 2019, 8:58 PM IST

ମୁମ୍ବାଇ: ଅଭିନେତା ଅର୍ଜୁନ କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ'ର ଟିଜର ରିଲିଜ ହୋଇଯାଇଛି । ଏହି ଟିଜରରେ ଅର୍ଜୁନ ଦମଦାର ଏବଂ ପାୱରଫୁଲ ଲୁକରେ ନଜର ଆସୁଛନ୍ତି । ଆତଙ୍କବାଦୀ ଏବଂ ପୋଲିସ ଛକାପଞ୍ଝାକୁ ନେଇ ଏହି ଷ୍ଟୋରିର ଟିଜର ପ୍ରସ୍ତୁତ ହୋଇଛି ।

ଏକ ମିନିଟ 31 ସେକେଣ୍ଡର ଏହି ଟିଜରର ସ୍ଲାଇଡରେ 2007ରୁ 2013ରେ ଦେଶରେ 52ଥର ବୋମା ବିସ୍ପୋରଣର ଦୃଶ୍ୟ ଦେଖିବାକୁ ମିଳୁଛି । ପୁଣେ, ମୁମ୍ବାଇ, ଅହମ୍ମଦାବାଦ, ହାଇଦ୍ରାବାଦ, ଜୟପୁର ସମେତ ଆଉ ଅନେକ ସହରରେ ହୋଇଥିବା ଏହି ବିସ୍ପୋରଣରେ 400ରୁ ଊର୍ଦ୍ଧ୍ବଙ୍କ ଜୀବନ ଯାଇଛି । ବିନା କୌଣସି ଅସ୍ତ୍ରଶସ୍ତ୍ରରେ ଇଣ୍ଡିଆର ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଚେଷ୍ଟା ଚଳାଇଛନ୍ତି ପୋଲିସ ଅଫିସ ଭୂମିକାରେ ଥିବା ଅର୍ଜୁନଙ୍କ ଟିମ ।

  • " class="align-text-top noRightClick twitterSection" data="">

ସୋମବାର ଫିଲ୍ମର ପ୍ରଥମ ଲୁକ ଜାରି ହୋଇଥିଲା । ପୋଷ୍ଟରରେ କେବଳ ଅର୍ଜୁନଙ୍କ ଚେହେରା ଦେଖିବାକୁ ମିଳିଥିଲା । ଏହାସହ ତାଙ୍କ ଆଖପାଖରେ ଭିଡ ମଧ୍ୟ ନଜର ଆସୁଛି । ଯାହାଦ୍ବାରା ଫିଲ୍ମର କନ୍ସେପ୍ଟ ଏକଦମ କ୍ଲିୟର ଜଣାପଡୁଛି । ଭିଡ ମଧ୍ୟରେ ଅର୍ଜୁନଙ୍କ ଏହି ଲୁକ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଫିଲ୍ମଟି ମେ 24ରେ ରିଲିଜ ହେବ ।

Intro:Body:

'ଲୋକଙ୍କ ସମର୍ଥନ ପାଇ ବିଜୟୀ ହେବି'

ଭୁବନେଶ୍ବର: ଚଳିତ ବର୍ଷର ନିର୍ବାଚନରେ ଚାଲିଛି ଜୋରଦାର ଲଢେଇ। ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ରଣାଙ୍ଗନରେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆସନ୍ତା 18 ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ। କେଉଁ ମୁଦ୍ଦା ନେଇ ଜନତାଙ୍କ ମନ ଜିଣିବେ ସେ ନେଇ ଚାଲିଛି ଜୋରଦାର ପ୍ରଚେଷ୍ଟା।

ତେବେ ଏହି କ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସଞ୍ଜୀବ କୁମାର ରାୟ।

ଗତଥର ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ଜଗନ୍ନାଥ ପ୍ରଧାନ ଚଳିତ ଥର ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି। ଏହାସହ ରାଜ୍ୟରେ ସରକାର ବଦଳିବା ଦରକାର ଓ ଡବଲ ଇଞ୍ଜିନ ସରକାରର ଆହ୍ବାନ ଦେଇଛନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.