ETV Bharat / sitara

ବ୍ରେକଅପ ଚର୍ଚ୍ଚା, ହିମାଂଶୀଙ୍କ ବୋହୂ ବେଶ ଦେଖି ଦିୱାନା ଆସୀମ

author img

By

Published : Apr 26, 2020, 10:46 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ହିମାଂଶୀଙ୍କ ନୂଆ ଫଟୋ । ଫଟୋରେ କମେଣ୍ଟ କରି ଚର୍ଚ୍ଚାରେ ତାଙ୍କ ବୟଫ୍ରେଣ୍ଡ ଆସୀମ ରିୟାଜ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାଂଶୀ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାଂଶୀ ଖୁରାନା

ମୁମ୍ବାଇ: ବିଗ ବସ 13ର ଫେମସ ପ୍ରତିଯୋଗୀ ହିମାଂଶୀ ଖୁରାନା କିଛି ଦିନ ହେବ ନିଜ ବ୍ରେକଅପକୁ ନେଇ ଚର୍ଚ୍ଚାରେ। ଶୁଣିବାକୁ ମିଳୁଛି ଯେ ବୟଫ୍ରେଣ୍ଡ ତଥା ବିଗ ବସ 13 ପ୍ରତିଯୋଗୀ ଆସୀମ ରିୟାଜଙ୍କ ସହ ତାଙ୍କ ସମ୍ପର୍କରେ ଫାଟକ ସୃଷ୍ଟି ହୋଇଛି । ହିମାଂଶୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଆଧାର କରି ଏମିତି କଳ୍ପନାଜଳ୍ପନା କରିବାରେ ଲାଗିଛନ୍ତି ଫ୍ୟାନ୍ସ।

photo-1
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାଂଶୀ ଖୁରାନା

ସେ ଏକ ଏମିତି ଟ୍ବିଟ କରିଥିଲେ ଯେଉଁଥିରୁ ଲାଗୁଥିଲା ଯେ ଆସୀମଙ୍କ ସହ ଏବେ ତାଙ୍କ ସମ୍ପର୍କ ଭଲ ନାହିଁ। ଏବେ ଏହି ଉଡା ଖବର ଉପରେ ଫୁଲଷ୍ଟପ୍ ଲାଗିଛି । କାରଣ ହିମାଂଶୀଙ୍କ ନୂଆ ଅବତାର ଦେଖି ଆସୀମ ଶାନଦାର କମେଣ୍ଟ କରିଛନ୍ତି।

photo-2
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାଂଶୀ ଖୁରାନା

ହିମାଂଶୀ ପଞ୍ଜାବୀ ବୋହୂ ଗେଟଅପରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି । ଫଟୋରେ ସେ ଗୋଲ୍ଡେନ ଅରେଞ୍ଜ କଲରର ସୁଟ ପିନ୍ଧିଥିବାର ଦେଖାଯାଉଛନ୍ତି । ତାଙ୍କର ଏହି ଫଟୋରେ ଆସୀମ କମେଣ୍ଟ କରି ଲେଖିଛନ୍ତି, ‘ଷ୍ଟନିଂ’ । ତାଙ୍କର ଏହି କମେଣ୍ଟରୁ ସ୍ପଷ୍ଟ ହୋଇଯାଇଛି ଯେ ଉଭୟ ବ୍ରେକଅପ କରିନାହାନ୍ତି ।

ଆସୀମଙ୍କ ବ୍ୟତୀତ ବିଗ ବସ ପ୍ରତିଯୋଗୀ ବିଶାଲ ଆଦିତ୍ୟ ସିଂ ମଧ୍ୟ କମେଣ୍ଟ କରି ଲେଖିଛନ୍ତି, ‘ଅତି ସୁନ୍ଦର’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.