ETV Bharat / sitara

ଟ୍ରୋଲ ହେଲେ ଅକ୍ଷୟ, ‘ହୱସ କେ ଦେବତା’ ଟ୍ରେଣ୍ଡ

author img

By

Published : Sep 15, 2019, 9:11 AM IST

ବିନା କାରଣରେ ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତା ଅକ୍ଷୟ କୁମାର । ଇଣ୍ଡଷ୍ଟ୍ରିର ହିରୋଇନଙ୍କୁ ହଇରାଣ କରୁଥିବାର ଅଭିଯୋଗ ଆଣିଛନ୍ତି ୟୁଜର୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ହାଇଦ୍ରାବାଦ: ସୋସିଆଲ ମିଡିଆରେ ବିନା କାରଣରେ ଟ୍ରୋଲର ଶିକାର ହୋଇଛନ୍ତି ଖିଲାଡି କୁମାର । କାନାଡା ବାସିନ୍ଦାଙ୍କ ସହ ଇଣ୍ଡଷ୍ଟ୍ରିର ବିଭିନ୍ନ ହିରୋଇନଙ୍କୁ ସେ ହଇରାଣ କରିଥିବାର ମଧ୍ୟ ଅଭିଯୋଗ ହୋଇଛି । ପ୍ରଥମେ ଜଣେ ୟୁଜର୍ସ କେତେକ ହିରୋଇନଙ୍କ ଲିଷ୍ଟ କରି ସେମାନଙ୍କୁ ହଇରାଣ କରିଥିବା ଅଭିଯୋଗ ଆଣିଥିଲେ ଓ ପରେ ‘ହୱସ କେ ଦେବତା ଅକ୍ଷୟ’ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା ।

ଏହାପରେ ଅନେକ ଯୁଜର୍ସ ଅକ୍ଷୟଙ୍କୁ ଟ୍ରୋଲ କରିଥିଲେ । ତେବେ ଅକ୍ଷୟଙ୍କ ସପକ୍ଷରେ ବାହାରିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ କମଲ୍ ଆର୍ ଖାନ । ଟ୍ବିଟ କରି ଏହାକୁ ବିରୋଧ କରିଛନ୍ତି କମଲ୍ ।

ତେବେ ଆଗକୁ ଅକ୍ଷୟ ‘ହାଉସଫୁଲ-4’, ‘ଗୁଡନ୍ୟୁଜ’, ‘ଲକ୍ଷ୍ମୀବମ୍’, ‘ପୃଥ୍ବୀରାଜ’, ‘ବଚ୍ଚନ ପାଣ୍ଡେ’ ନେଇ ପରଦାକୁ ଆସିବେ । ଅନ୍ୟପକ୍ଷେ କପ୍‌ ସିରିଜ ‘ସୂର୍ଯ୍ୟବଂଶୀ’ ମଧ୍ୟ 2020ରେ ରିଲିଜ ହେବାର ସୂଚନା ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.