ETV Bharat / sitara

ଇବ୍ରାହିମଙ୍କୁ ସ୍ପେଶାଲ ବର୍ଥଡେ ଓ୍ବିଶ କଲେ ସାରା-କରୀନା

author img

By

Published : Mar 5, 2021, 5:13 PM IST

ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ବଡ ପୁଅ ତଥା ସାରା ଅଲି ଖାନଙ୍କ ଭାଇ ଇବ୍ରାହିମ ଅଲି ଖାନ ଆଜି ନିଜର 20 ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏହି ଅବସରରେ ତାଙ୍କ ଭଉଣୀ ସାରା ଏବଂ ମା କରୀନା ତାଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

Happy birthday Iggy Potter: Sara to Ibrahim as he turns a year older
ଇବ୍ରାହିମଙ୍କୁ ସ୍ପେଶାଲ ବର୍ଥଡେ ଓ୍ବିଶ କଲେ ସାରା-କରୀନା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ବଡ ପୁଅ ତଥା ସାରା ଅଲି ଖାନଙ୍କ ଭାଇ ଇବ୍ରାହିମ ଅଲି ଖାନ ଆଜି ନିଜର 20 ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏହି ବିଶେଷ ଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡ ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ତାଙ୍କ ଭଉଣୀ ସାରା ଏବଂ ମା କରୀନା ତାଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ ଜଣାଇଛନ୍ତି ।

ସାରା ନିଜ ଇନଷ୍ଟାଗ୍ରାମରେ କିଛି ଅନସୀନ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ପିଲାଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇବ୍ରାହିମ ଏବଂ ସାରାଙ୍କ ସୁନ୍ଦର ମୁହୂର୍ତ୍ତଗୁଡିକ ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳିଛି ।

ସାରା ଇବ୍ରାହିମଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ ତାଙ୍କ ସାନଭାଇଙ୍କ ସହ ଚା ’ଉପଭୋଗ କରୁଥିବାବେଳେ ଦ୍ବିତୀୟ ଫଟୋରେ ସେ ଇବ୍ରାହିମଙ୍କ ସହ ସମୁଦ୍ରକୂଳ ଉପଭୋଗ କରୁଛନ୍ତି । ଏଥିସହିତ ତୃତୀୟ ଫଟୋରେ ସାରା ଇବ୍ରାହିମଙ୍କୁ ସ୍ନେହରେ ଖୁଆଇ ଦେଉଥିବା ବେଳେ ଚତୁର୍ଥ ଫଟୋରେ ଛୋଟେ ନବାବ ସାରାଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି । ଏହି ଫଟୋ ବ୍ୟତୀତ ଅଭିନେତ୍ରୀ କିଛି ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଇବ୍ରାହିମଙ୍କ ସହ ସ୍ବିମିଙ୍ଗ ଠାରୁ ଆରମ୍ଭ କରି ବ୍ୟାଡମିଣ୍ଟନ ଏବଂ ଲଙ୍ଗ ଡ୍ରାଇଭ ସମୟର ସବୁ କିଛି ଦେଖିବାକୁ ମିଳିଛି ।

ଆଲବମ୍ ସେୟାର କରି କ୍ୟାପସନରେ ସାରା ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ଲେଗି ପୋଟର ... ମୁଁ ତମକୁ ସବୁଠୁ ଭଲ କଫି ଦେବି ବୋଲି ପ୍ରମିସ କରିଛି । ମୁଁ ତୁମକୁ ପ୍ରେମର ସହିତ ଖୁଆଇ ଦେବି, ମୁଁ ତୁମକୁ ସବୁବେଳେ ବିରକ୍ତ କରିବି ।

ଇବ୍ରାହିମଙ୍କ ଜନ୍ମଦିନକୁ ଅଧିକ ସ୍ପେଶାଲ କରିବା ପାଇଁ ସାରା ତାଙ୍କ ଭାଇଙ୍କ ପାଇଁ ଏକ ଫୁଟବଲ୍ ଡିଜାଇନ୍ କେକ୍ ଅର୍ଡର କରିଥିଲେ । ଯାହାର ଫଟୋ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । କେକ୍ ଫଟୋ ସେୟାର କରି କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି, 'ମୁଁ ମୋର ସାନ ଭାଇକୁ ବହୁତ ଭଲ ପାଏ' ।

ଏଥିସହିତ କରୀନା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଇବ୍ରାହିମଙ୍କର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ହାପି ବର୍ଥଡେ ହ୍ୟାଣ୍ଡସମ'।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.