ETV Bharat / sitara

ପ୍ରସବ ପରେ ଟ୍ରୋଲ ହେଲେ ଈଶା - colouring

ନିକଟରେ ଦ୍ବିତୀୟ ବେବିର ମା’ ହୋଇଥିବା ଅଭିନେତ୍ରୀ ଈଶା ଏବେ ନିଜର ଏକ ଫଟୋକୁ ନେଇ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି । ବେବି ଜନ୍ମର 14 ଦିନ ପରେ ସେଲୁନରେ ନଜର ଆସିଥିଲେ ଈଶା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଈଶା ଦେଓଲ
author img

By

Published : Jun 24, 2019, 5:41 PM IST

ମୁମ୍ବାଇ: ଅଭିନେତ୍ରୀ ଈଶା ଦେଓଲ ବର୍ତ୍ତମାନ ଫିଲ୍ମ ଠାରୁ ଦୂରରେ ଅଛନ୍ତି । ସେ ବିବାହ ପରେ ଫିଲ୍ମ ଜଗତକୁ ବାଏ କହିସାରିଛନ୍ତି । କିନ୍ତୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ଆସିଥାଆନ୍ତି । ନିକଟରେ ସେ ଦ୍ବିତୀୟ ବେବିର ମା’ ହୋଇଛନ୍ତି । ଡେଲିଭରି ପରେ ଦ୍ବିତୀୟ ଝିଅ ସହ ଈଶାଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ତାଙ୍କ ଦ୍ବିତୀୟ ଝିଅ ମିରାୟା ଏବେ 14 ଦିନର ହୋଇସାରିଲେଣି ।

ଇତିମଧ୍ୟରେ ଈଶାଙ୍କୁ ସୋସିଆଲ ମିଡିଆ ୟୁଜର୍ସ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଏବେ ଆପଣ ଭାବୁଥିବେ ଈଶା ଏମିତି କଣ କଲେ କି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

କଥାଟି ହେଲା କି ତିନି ଦିନ ପୂର୍ବରୁ ଈଶା ସେଲୁନରେ ନଜର ଆସିଥିଲେ । ନୂଆ ହେୟାର ଷ୍ଟାଇଲର କିଛି ଫଟୋ ଇନଷ୍ଟାରେ ସେୟାର କରିଛନ୍ତି ଈଶା । ଏହାର କ୍ୟାପସନରେ ଲେଖିଛନ୍ତି, "ପାଖାପାଖି 9 ମାସ ପରେ ଆଜି ମୋ କେଶରେ କଲର ଲଗାଇପାରିଲି ।"

ଅନ୍ୟପଟେ ଈଶାଙ୍କ ଏହି ଫଟୋଟି ଫ୍ୟାନ୍ସଙ୍କୁ ଆଦୌ ହଜମ ହୋଇନଥିଲା । ଯାହାପରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ କରି କହିଛନ୍ତି କି ପ୍ରେଗ୍ନେସୀର ଠିକ୍ ପରେ କେଶ କଲର କରିବା କ୍ଷତିକାର ହୋଇପାରେ । ଆଉ କିଛି କହିଛନ୍ତି ଯେ ପ୍ରସବ ପରେ କେଶ ଝଡିଥାଏ, ଈଶାଙ୍କୁ ହେୟାରଫଲ ପରେ ହିଁ କେଶ କଲର କରିବା କଥା । ଏହିପରି ଅନେକ କମେଣ୍ଟ କରି ତାଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ ।

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.