ମୁମ୍ବାଇ: ଚାଷୀ ଆନ୍ଦୋଳନକୁ ଆଧାର କରି କଙ୍ଗନା ରଣାୱତ ଓ ଦିଲଜିତ ଦୋସାଞ୍ଝଙ୍କ ଟ୍ବିଟର ୱାର ଆରମ୍ଭ ହୋଇଯାଇଥିଲା । ପରସ୍ପର ଉପରେ ଅନେକ ଅଭିଯୋଗ ଆଣି ସମାଲୋଚା କରିଥିଲେ ଏହି ଦୁଇ ଷ୍ଟାର । ଏବେ ପୁଣି ଆରମ୍ଭ ହୋଇଯାଇଛି କଙ୍ଗନା ଓ ଦିଲଜିତଙ୍କ ବୟାନବାଜି । ପ୍ରଥମେ କଙ୍ଗନା ଏକ ସାକ୍ଷାତକାରରେ ଦିଲଜିତଙ୍କୁ ଖଲିସ୍ତାନୀ କି ନାହିଁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଏବେ ରଖିଛନ୍ତି ଗାୟକ ତଥା ଅଭିନେତା ।
-
TV INTERVIEW -
— DILJIT DOSANJH (@diljitdosanjh) February 7, 2021 " class="align-text-top noRightClick twitterSection" data="
Tu Mainu Ah Puch Lai.. Mai Tainu Ah Jawab De Daungi.. Ki Drama Eh.. ?
Asi Desh 🇮🇳 Di Gal Karde an..PUNJAB Di Gal Karde an..
Eh Dhakke Naal Hor Hee Angle Dena Chaunde aa
It Means Tusi Dhakke Naal Sanu Jo Jee Karda Oh Banauna Chaune An.. Wah 👏🏽
">TV INTERVIEW -
— DILJIT DOSANJH (@diljitdosanjh) February 7, 2021
Tu Mainu Ah Puch Lai.. Mai Tainu Ah Jawab De Daungi.. Ki Drama Eh.. ?
Asi Desh 🇮🇳 Di Gal Karde an..PUNJAB Di Gal Karde an..
Eh Dhakke Naal Hor Hee Angle Dena Chaunde aa
It Means Tusi Dhakke Naal Sanu Jo Jee Karda Oh Banauna Chaune An.. Wah 👏🏽TV INTERVIEW -
— DILJIT DOSANJH (@diljitdosanjh) February 7, 2021
Tu Mainu Ah Puch Lai.. Mai Tainu Ah Jawab De Daungi.. Ki Drama Eh.. ?
Asi Desh 🇮🇳 Di Gal Karde an..PUNJAB Di Gal Karde an..
Eh Dhakke Naal Hor Hee Angle Dena Chaunde aa
It Means Tusi Dhakke Naal Sanu Jo Jee Karda Oh Banauna Chaune An.. Wah 👏🏽
ଦିଲଜିତ ଏକ ଟ୍ବିଟ କରି କଙ୍ଗନାଙ୍କ ଏହି କଥାକୁ ଡ୍ରାମା ସହ ତୁଳନା କରିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କର ଏହି ଟ୍ବିଟ ।
ପ୍ରକାଶ ଥାଉକି ନିକଟରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ହଲିଉଡ ପପ୍ ଷ୍ଟାର ରିହାନା । ଆଉ ତାଙ୍କ ସମର୍ଥନ କରି ଦିଲଜିତ ତାଙ୍କ ପାଇଁ ନିଜର ଏକ ନୂଆ ଗୀତ ରିଲିଜ କରି ଧନ୍ୟବାଦ ଜଣାଇଥିଲେ । ସେପଟେ କଙ୍ଗନା ଏହା ଦେଖି ପୁଣି କ୍ରୋଧିତ ହୋଇ ତାଙ୍କୁ ଖଲିସ୍ତାନୀ କି ନାହିଁ ପ୍ରଶ୍ନ କରିଛନ୍ତି ।