ETV Bharat / sitara

ସୋନମଙ୍କୁ ସୁନ୍ଦରୀ କହିଲେ ମସ୍ତାନୀ - ସୋନମଙ୍କୁ ସୁନ୍ଦର

ନିକଟରେ ସୋନମ ତାଙ୍କର ଏକ ଆକର୍ଷଣୀୟ ମୋନୋକ୍ରୋମ ଫଟୋ ପୋଷ୍ଟ କରିଛନ୍ତି । ସୋନମଙ୍କ ଏହି ପୋଷ୍ଚକୁ ପ୍ରଶଂସା କରି ଅଭିନେତ୍ରୀ ଦୀପିକା ପାଦୁକୋନ ମନ୍ତବ୍ୟ ଦେଇଥିଲେ, “ବିୟୁଟି” । ଅଧିକ ପଢନ୍ତୁ...

deepika padukone says sonam kapoor looks like a total beauty in her latest monochrome picture
ସୋନମଙ୍କୁ ସୁନ୍ଦରି କହିଲେ ମସ୍ତାନୀ
author img

By

Published : Jun 5, 2020, 10:39 PM IST

ନୂଆଦିଲ୍ଲୀ: ବଲିଉଡର ଫ୍ୟାଶନିଷ୍ଟ ସୋନମ କପୁର ସବୁବେଳେ ତାଙ୍କର ଭିନ୍ନ ଭିନ୍ନ ପୋଷାକ ଏବଂ ଲୁକ ପାଇଁ ଚର୍ଚ୍ଚାରେ ଥାଆନ୍ତି ।

ନିକଟରେ ସୋନମ ତାଙ୍କର ଏକ ଆକର୍ଷଣୀୟ ମୋନୋକ୍ରୋମ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ଶାଢୀ ପିନ୍ଧି ତାଙ୍କର କେଶକୁ ସୁନ୍ଦର ଭାବରେ ବାନ୍ଧିବା ସହ ବଡ଼ କାନଫୁଲରେ ପୋଜ୍ ଦେଉଥିବାର ଦେଖିବାକୁ ମିଳିଥିଲା ।

ଏହି ପୋଷ୍ଟର କ୍ୟାପସନରେ ସୋନମ ଏକ କବିତା ଲେଖିଥିଲେ, ମେ ଏକ ଜାଜ୍ଞାସୀ ଆତ୍ମା ହୁ, ଯୋ ବିଜଲି କି ଦରାର ସେ ଧରତୀ ପର ଗିର ଗୟା, ଲେକିନ ଇଶ୍ବର ଦୟାଳୁ ହେ, ଯିନ ମୁଝେ ଘର ଭେଜନେ କେ ଲିଏ ପୁରାନି ଆତ୍ମାଓକୋ ଭେଜା ।

ସୋନମଙ୍କ ଏହି ପୋଷ୍ଚକୁ ପ୍ରଶଂସା କରି ଅଭିନେତ୍ରୀ ଦୀପିକା ପାଦୁକୋନ ମନ୍ତବ୍ୟ ଦେଇଥିଲେ, “ବିୟୁଟି” । ମନ୍ତବ୍ୟକୁ ଧ୍ୟାନରେ ରଖି ସୋନମ ଦୀପିକାଙ୍କୁ ଦୁଇଟି କିସ ଇମୋଜି ପଠାଇଥିଲେ ।

ସୋନମଙ୍କ ଏହି ପୋଷ୍ଚରେ ଦୀପିକାଙ୍କ ବ୍ୟତୀତ ତାଙ୍କ ବାପା ଅନୀଲ କପୁର, ଭୁମି ପେଡନେକର, ଆଦିତ୍ୟ ଏବଂ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ପ୍ରଶଂସା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.