ETV Bharat / sitara

ପୁଣି ୟୁଜର ଉପରେ ରାଗିଲେ ଜାଭେଦ, ଶୁଣାଇଲେ ଏମିତି କିଛି - ଜାଭେଦ ଅଖତରଙ୍କର ନୂଆ ଟ୍ବିଟ

ନିଜ ଟ୍ବିଟକୁ ନେଇ ପ୍ରାୟ ସମାଲୋଚନା ଶିକାର ହେଉଥିବା ଜାଭେଦ ଅଖତର ଏବେ ନିଜ କଡା ଜବାବରେ ଜଣେ ଟ୍ରୋଲରଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

javed akhtar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Mar 31, 2020, 3:43 PM IST

ମୁମ୍ବାଇ: ସଙ୍ଗୀତକାର ଜାଭେଦ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ସେ ସାମାଜିକ, ରାଜନୈତିକ ପ୍ରସଙ୍କ ଉପରେ ନିଜ ପ୍ରତିକ୍ରିୟା ରଖିବାରେ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ। ଏହି କାରଣ ପାଇଁ ତାଙ୍କୁ ଅନେକଥର ଟ୍ରୋଲର୍ସଙ୍କ ସାମ୍ନା କରିବାକୁ ପଡିଥାଏ। ନିକଟରେ ଜଣେ ୟୁଜର ଜାଭେଦଙ୍କୁ ଖୁବ୍ ଟ୍ରୋଲ କରିବାକୁ ଚେଷ୍ଟା ଚଳାଇଥିଲେ। ହେଲେ ଜାଭେଦଙ୍କ କଡା ଜବାବ ଦ୍ବାରା ଫେଲ୍ ମାରିଥିଲେ ୟୁଜର ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଜାଭେଦ ଅଖତର

ସେହି ୟୁଜର ତାଙ୍କୁ ଟ୍ବିଟରରେ ଟ୍ୟାଗ କରି ଲେଖିଥିଲା, ‘ଜାଭେଦ ଅଖତର କେଉଁଠାରେ ଅଛ ? ବର୍ତ୍ତମାନ ଦେଶ ବିଷୟରେ ଆପଣଙ୍କ ପ୍ରତିକ୍ରିୟା ଦିଅ କିମ୍ବା ଲୁଚିକି ରୁହ। ଆପଣଙ୍କ ସେକ୍ୟୁଲର ଗ୍ୟାଙ୍ଗ ଦେଖାଯାଉନାହାନ୍ତି।’

ଏହାର ଜବାବରେ ଜାଭେଦ ଲେଖିଛନ୍ତି, ‘ଭାଇ କିଛି ଦିନ ପାଇଁ ଘୃଣା କରିବା ଛାଡି ଦିଅ। ମୋ ଭଳି ଲୋକ ଯାହା ବି କରିବା କଥା କରୁଛନ୍ତି । ତୁମେ କେବଳ ଏତିକି କର ଅନ୍ୟଙ୍କୁ ପଚାରିବା ପୂର୍ବରୁ ତୁମ କଣ କରୁଛ ଭାବ।’

ପ୍ରକାଶ ଥାଉକି କୋରୋନା ଭାଇରସ ବିରୋଧ ଲଢେଇରେ ପ୍ରଭାବିତ ହେଉଥିବା ଦ ଇଣ୍ଡିଆନ ପରଫର୍ମିଂ ରାଇଟ ସୋସାଇଟି(ଆଇଆରପିଏସ)ର 3150 ଲେଖକ ଓ ସଙ୍ଗୀତକାରଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଆଇଆରପିଏସର ଅଧ୍ୟକ୍ଷ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.