ETV Bharat / sitara

ଆଲିୟାଙ୍କ ନାମର ମନ୍ତ୍ର ଜପୁଛନ୍ତି ନୱାଜ, ଦେଖନ୍ତୁ ଭିଡିଓ

author img

By

Published : Oct 17, 2019, 1:27 PM IST

ରିଲିଜ ହୋଇଯାଇଛି ‘ହାଉସଫୁଲ 4’ର ଆଉ ଏକ ଗୀତ । ଗୀତରେ ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ଜବରଦସ୍ତ କମେଡି ଦେଖିବାକୁ ମିଳୁଛି । ଭୂତ ରାଜା ଗୀତଟି ଆଲିୟାଙ୍କୁ ନେଇ ପର୍ଯ୍ୟବେଶିତ ।

ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ହାଉସଫୁଲ 4’ ରିଲିଜକୁ ଆଉ କିଛି ଦିନ ବାକି ଅଛି । ବର୍ତ୍ତମାନ ଫିଲ୍ମର ପ୍ରମୋଶନ ଜୋରସୋରରେ ଚାଲିଛି । ଇତିମଧ୍ୟରେ ରିଲିଜ ହୋଇଯାଇଛି ଦ ଭୂତ୍ ସଙ୍ଗ ‘ଭୂତ ରାଜା’ । ଗୀତରେ ଅକ୍ଷୟଙ୍କ ସହ ଫିଲ୍ମର ପୁରା ଷ୍ଟାର-କାଷ୍ଟ ନଜର ଆସୁଛନ୍ତି । ଗୀତରେ ସବୁଠାରୁ ମଜାଦାର କଥା ହେଲା କି ଦର୍ଶକ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦୀନ ସିଦ୍ଦିକୀଙ୍କୁ ଦେଖିବାକୁ ପାଇବେ ।

ପ୍ରଥମଥର ନୱାଜଙ୍କ ଭିନ୍ନ ଅବତାର ଭୂତ ରାଜାରେ ଦେଖିବାକୁ ମିଳୁଛି । ଜଣେ ତାନ୍ତ୍ରିକ ରୋଲରେ ନୱାଜ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ନାମ ନେଇ ମନ୍ତ୍ର ପଢି ଭୂତ ଝାଡୁଛନ୍ତି।

  • " class="align-text-top noRightClick twitterSection" data="">

ପୂର୍ବରୁ ଫିଲ୍ମର ‘ବାଲା’ ଗୀତଟି ଦର୍ଶକଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିଲା । ଖାଲି ଏତିକି ନୁହେଁ ଗୀତଟି ଏତେ ପପୁଲାର ହୋଇଛି ଯେ ବାଲା ଚ୍ୟାଲେଞ୍ଜ ମଧ୍ୟ ଇଣ୍ଟରନେଟର ବର୍ତ୍ତମାନ ଟ୍ରେଣ୍ଡ କରୁଛି ।

ପ୍ରକାଶ ଥାଉକି ଫରହାଦ ସାମଜୀ ଦ୍ବାରା ନିର୍ଦ୍ଦେଶିତ କମେଡି ଫିଲ୍ମ ‘ହାଉସଫୁଲ 4’ରେ ଅକ୍ଷୟଙ୍କ ବ୍ୟତୀତ କ୍ରିତି ସାନନ, ରିତେଶ ଦେଶମୁଖ, କ୍ରିତି ଖରବନ୍ଦା, ବବି ଦେଓଲ, ପୂଜା ହେଗଡେ ନଜର ଆସିବେ । ଫିଲ୍ମଟି ସାଜିଦ ନାଦିୟାଦୱାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମାଣ ଏବଂ ନିର୍ମିତ ହୋଇଛି । ସେହିପରି ଫିଲ୍ମର ଫକ୍ସ ଷ୍ଟାର ଷ୍ଟୁଡିଓ ମଧ୍ୟ ସହ ନିର୍ମିତା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.