ETV Bharat / sitara

ରିଲିଜ ହେଲା ‘ସେରା ନରସିମ୍ହା ରେଡ୍ଡୀ’ର ଲୋମହର୍ଷଣକାରୀ ଟ୍ରେଲର

author img

By

Published : Sep 18, 2019, 10:33 PM IST

ଅକ୍ଟୋବର 2ରେ ରିଲିଜ ହେବାକୁ ଯାଉଛି ଚର୍ଚ୍ଚିତ ଫିଲ୍ମ ‘ସେରା ନରସିମ୍ହା ରେଡ୍ଡୀ’ । ବୁଧବାର ରିଲିଜ ହୋଇଯାଇଛି ଫିଲ୍ମର ଟ୍ରେଲର । ମୁଖ୍ୟ ଭୂମିକାରେ ଚିରଞ୍ଜୀବଙ୍କ ସହ ନଜର ଆସିଲେ ବିଗ ବି ଅମିତାଭ ବଚ୍ଚନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଓ ମେଗାଷ୍ଟାର ଚିରଞ୍ଜୀବଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସେରା ନରସିମ୍ହା ରେଡ୍ଡୀ’ର ଦମଦାର ଟ୍ରେଲର ବୁଧବାର ରିଲିଜ ହୋଇଯାଇଛି । ଦୀର୍ଘ ସମୟରୁ ଏହି ଫିଲ୍ମର ଟ୍ରେଲର ଦେଖିବାକୁ ଅପେକ୍ଷା କରିବସିଥିଲେ ଦର୍ଶକ । ଏବେ ଅପେକ୍ଷାର ଅନ୍ତ ଘଟିଛି ।

  • " class="align-text-top noRightClick twitterSection" data="">

‘ସେରା ନରସିମ୍ହା ରେଡ୍ଡୀ’ର ଟ୍ରେଲର ଏତେ ଜବରଦସ୍ତ ହୋଇଛି ଯେ ରିଲିଜ ହେବା ମାତ୍ରାରେ ଟ୍ବିଟରରେ ଛାଇ ଯାଇଛି। #Sye Raa Narasimha Readdy Trailer ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରେଣ୍ଡ କରୁଛି । ଟ୍ରେଲରର ଗୋଟିଏ ଗୋଟିଏ ସିନ୍ସ ଖୁବ୍ ଶାନଦାର ହୋଇଛି । ଐତିହାସିକ କାହାଣୀ ଦେଖିବାକୁ ପାଇଛନ୍ତି ଦର୍ଶକ । ଯୋଦ୍ଧା ନରସିମ୍ହା ରେଡ୍ଡୀ ବ୍ରିଟିଶ ସହ ଲଢି ସ୍ବାଧୀନତା ପାଇଁ ପ୍ରଥମେ ଯୁଦ୍ଧ ଆରମ୍ଭ କରିଥିଲେ । ତାହା ନେଇ ପର୍ଯ୍ୟବେଶିତ ଫିଲ୍ମର କାହାଣୀ ।

ଫିଲ୍ମରେ ଯେଉଁଠାରେ ନରସିମ୍ହା ରେଡ୍ଡୀଙ୍କ ଭୂମିକାରେ ଚିରଞ୍ଜୀବ ନଜର ଆସୁଛନ୍ତି । ସେହିଠାରେ ତାଙ୍କ ଗୁରୁ ଭୂମିକାରେ ଅମିତାଭଙ୍କ ଦମଦାର ଅଭିନୟ ଦେଖିବାକୁ ମିଳୁଛି । ଫିଲ୍ମର ଟ୍ରେଲରଟିକୁ ପାଞ୍ଚୋଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମଲୟାଲମ ଏବଂ କନ୍ନଡରେ ରିଲିଜ କରାଯାଇଛି । ଅକ୍ଟୋବର 2ରେ ବଡ ପରଦାରେ ଫିଲ୍ମ ଦେଖିବେ ଦର୍ଶକ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.