ETV Bharat / sitara

ବୁର୍ଜ ଖଲିଫା ପାଳୁଛି କିଙ୍ଗଖାନଙ୍କ ବାର୍ଥଡେ’, ଦେଖନ୍ତୁ ଭିଡିଓ

ଦୁନିଆର ଉଚ୍ଚତମ କୋଠାରେ ଶାହାରୁଖଙ୍କ ଜନ୍ମଦିନ ପାଳିତ । ଆଲୋକମାଳାରେ ସଜ୍ଜିତ ବୁର୍ଜ ଖଲିଫା ।

author img

By

Published : Nov 3, 2019, 6:57 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ପ୍ରଥମ ଥର କୌଣସି ବଲିଉଡ ସେଲିବ୍ରିଟିଙ୍କ ଜନ୍ମଦିନ ପାଳନ କରିଛି ବୁର୍ଜ ଖଲିଫା । ସେ ପୁଣି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କର । ନଭେମ୍ବର 2ରେ ଶାହାରୁଖ ନିଜର 54ତମ ଜନ୍ମଦିନ ପାଳନ କରିଛନ୍ତି । ଦୁବାଇରେ ଦୁନିଆର ସବୁଠାରୁ ଉଚ୍ଚତମ କୋଠା ହେଉଛି ବୁର୍ଜ ଖଲିଫା । ସେଠାରେ ପ୍ରଥମ ଥର ବଲିଉଡ ସେଲିବ୍ରିଟିଙ୍କ ଜନ୍ମଦିନ ପାଳନ କରାଯାଇଛି ।

ଶାହାରୁଖଙ୍କ ଜନ୍ମଦିନ ପାଳନ

ଆଲୋକମାଳାରେ ସଜ୍ଜିତ ବୁର୍ଜ ଖଲିଫା ବଲିଉଡ କିଙ୍ଗଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି ଓ ଏହାର ବ୍ୟାକଗ୍ରାଉଣ୍ଡରେ ଶାହାରୁଖଙ୍କ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ର ଗୀତ ‘ଧୁମ ତା ନା ତା ନା’ ବାଜୁଥିଲା । ଦୁବାଇର ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡର ଶାହାରୁଖ ଖାନ ନିଜ ଇନଷ୍ଟାଗ୍ରାମରେ ବୁର୍ଜ ଖଲିଫାର ଭିଡିଓ ସେୟାର କରିଛନ୍ତି ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.