ETV Bharat / sitara

ରିଆ-ସୌଭିକଙ୍କ ଘୁଞ୍ଚିଲା ଜାମିନ ଶୁଣାଣି - Bombay HighCourt adjourns hearing in bail of Rhea

ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଡିଲିଂ କେସରେ ଗିରଫ ହୋଇଥିବା ରିଆ ଓ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଶୁଣାଣି ଘୁଞ୍ଚିଲା । ଅଧିକ ପଢନ୍ତୁ...

Bombay HighCourt adjourns hearing in bail of Rhea  and her brother Showik for 29th September
ରିଆ-ସୌଭିକଙ୍କ ଘୁଞ୍ଚିଲା ଜାମିନ ଶୁଣାଣି
author img

By

Published : Sep 24, 2020, 10:30 PM IST

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଡିଲିଂ କେସରେ ଗିରଫ ହୋଇଥିବା ରିଆ ଓ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଶୁଣାଣି ଘୁଞ୍ଚିଲା । ଏନଡିପିସି ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା ।

ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସେ ସନ୍ଦେହ ଘେରରେ ରହିଆସିଥିଲେ । ଆଉ ବୟାନରେ ସୌଭିକ ସ୍ବୀକାର କରିଥିଲେ ଯେ ରିଆଙ୍କ ନିର୍ଦ୍ଦେଶରେ ସାମୁଏଲ ଅଭିନେତାଙ୍କୁ ଡ୍ରଗ୍ସ ଦେଉଥିଲେ ।

ଖବର ଅନୁଯାୟୀ, ଗୁରୁବାର ଦିନ ପ୍ରକାଶ ଯେ, ୨୯ରେ ରିଆ ଓ ସୌଭିକଙ୍କ ଜାମିନ ଆବେଦନର ଶୁଣାଣି ହେବ । ଗୁରୁବାର ଉଭୟଙ୍କ ଜାମିନ ଆବେଦନକୁ ବିରୋଧ କରିଛି ଏନସିବି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.