ETV Bharat / sitara

ଏଫଆଇଏଏଫ ଦ୍ବାରା ସମ୍ମାନିତ ହେଲେ ଅମିତାଭ, ପ୍ରକାଶ କଲେ ଖୁସି

ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଅମିତାଭ ନାଁରେ ଆଉ ଏକ ଉପାଧି । ଏଥର ତାଙ୍କୁ ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ଫିଲ୍ମ ଆଚିଭରରେ ପୁରସ୍କୃତ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 20, 2021, 10:44 AM IST

ଏଫଆଇଏଏଫ ଦ୍ବାରା ସମ୍ମାନିତ ହେଲେ ଅମିତାଭ
ଏଫଆଇଏଏଫ ଦ୍ବାରା ସମ୍ମାନିତ ହେଲେ ଅମିତାଭ

ମୁମ୍ବାଇ: ହଲିଉଡ ଚଳଚ୍ଚିତ୍ର ନିର୍ମାତା ମାର୍ଟିନ ସ୍କୋରସ୍ ଏବଂ ଖ୍ରୀଷ୍ଟୋଫର ନୋଲାନ ଶୁକ୍ରବାର ଦିନ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ଚଳତଚ୍ଚିତ୍ରର ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ଅବଦାନ ପାଇଁ ପ୍ରଶଂସା କରିଛନ୍ତି । ଡିଜିଟାଲ୍ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଚ୍ଚନଙ୍କୁ ଏଫଆଇଏଏଫ ପୁରସ୍କାର ପ୍ରଦାନ କରାଯାଇଛି ।

ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ଫିଲ୍ମ ଆଚିଭର ଦ୍ବାରା ଏହି ପୁରସ୍କାର ପ୍ରଦାନ କରାଯାଇଛି | ଭିଡିଓ ବାର୍ତ୍ତାରେ ସ୍କୋରସେ କହିଛନ୍ତି ଯେ ଭାରତର ଚଳଚ୍ଚିତ୍ର ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ବଚ୍ଚନ ଏକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

  • T 3847 -
    Deeply honoured to have been conferred the 2021 FIAF Award. Thank you FIAF, Martin Scorsese , Christopher Nolan for bestowing the award on me in the ceremony today.
    Modern technology be praised. Connected virtually to rest of the World simultaneously .. 🙏🇮🇳 pic.twitter.com/a6rf5IQG2Q

    — Amitabh Bachchan (@SrBachchan) March 19, 2021 " class="align-text-top noRightClick twitterSection" data=" ">

ସେପଟେ ଏହି ଅବସରରେ ଅମିତାଭ ନିଜ ଖୁସି ପ୍ରକାଶ କରି ଟ୍ବିଟରରେ ପୁରସ୍କାର ସହ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘2021 ଏଫଆଇଏଏଫ ପୁରସ୍କାର ପାଇଥିବାରୁ ଗଭୀର ସମ୍ମାନିତ ଅନୁଭବ କରୁଛି। ଆଜି ସମାରୋହରେ ମୋତେ ପୁରସ୍କାର ପ୍ରଦାନ କରିଥିବାରୁ ଏଫଆଇଏଏଫ ମାର୍ଟିନ ସ୍କୋରସେ, ଖ୍ରୀଷ୍ଟୋଫର ନୋଲାନଙ୍କୁ ଧନ୍ୟବାଦ । ଆଧୁନିକ ଟେକ୍ନୋଲୋଜିକୁ ପ୍ରଶଂସା କରିବା ଦରକାର । ଯାହା ଏକକାଳୀନ ବିଶ୍ବର ଅବଶିଷ୍ଟାଂଶ ସହିତ ସଂଯୁକ୍ତ ।’

ପ୍ରକାଶ ଥାଉକି ଅମିତାଭ ଏବର୍ଷ ଅନେକ ଫିଲ୍ମରେ ନଜର ଆସିବେ । ଏହି କ୍ରମରେ ସାମିଲ ଅଛି ‘ଚେହରେ’, ‘ଝୁଣ୍ଡ’, ଅଜୟ ଦେବଗନଙ୍କ ସହ ‘ମେ ଡେ’ ଓ ‘ବ୍ରହ୍ମାସ୍ତ୍ର’ ଭଳି ଫିଲ୍ମ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.