ETV Bharat / sitara

ମା' ଲକ୍ଷ୍ମୀ ଅବତାରରେ ହେମା, 14 ବର୍ଷରେ କରିଥିଲେ ଫଟୋସୁଟ୍

author img

By

Published : Nov 10, 2020, 12:34 PM IST

ଭାଇରାଲ ହେଲା ହେମାଙ୍କ ବହୁ ପୁରୁଣା ଫଟୋ । ନିଜର ପ୍ରଥମ ଫଟୋସୁଟ ଫଟୋ ପୋଷ୍ଟ କରି ଜଣାଇଲେ କିଛି ସିକ୍ରେଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହେମା ମାଳିନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହେମା ମାଳିନୀ

ମୁମ୍ବାଇ: ବି-ଟାଉନର ଡ୍ରିମଗାର୍ଲ ହେମା ମାଳିନୀ ସୋସିଆଲ ମିଡିଆରେ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି । ସେ ନିଜ ସହ ସମ୍ପୃକ୍ତ ଜିନିଷ ପୋଷ୍ଟ କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାଆନ୍ତି । ହେଲେ ଏଥର ସେ ନିଜର ଏକ ଖାସ୍ ଫଟୋ ସେୟାର କରିଛନ୍ତି । ଯାହାକୁ ସେ ଅନେକ ବର୍ଷ ହେଲାଣି ଖୋଜୁଥିଲେ । ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ମା' ଲକ୍ଷ୍ମୀଙ୍କ ଅବତାରରେ ଦେଖାଯାଉଛନ୍ତି ହେମା ।

ନିକଟରେ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ କ୍ୟାପସନରେ ଲେଖିଥିଲେ, ଦୀର୍ଘ ସମୟରୁ ମୁଁ ଏହି ଫଟୋ ଖୋଜୁଥିଲି । ଏହି ଫଟୋସୁଟ ମୁଁ ଏକ ତାମିଲ ମାଗାଜିନ ପାଇଁ କରିଥିଲି । ଯାହା ନାମ ଆଦୌ ମନେ ପଡୁନାହିଁ । ହେଲେ ମତେ ଏତିକି ମନେ ଅଛି ଏହି ସୁଟ ଏଭିଏମ୍ ଷ୍ଟୁଡିଓରେ କରାଯାଇଥିଲା । ମୋ ହିନ୍ଦୀ ଡେବ୍ୟୁ ଫିଲ୍ମ ସପନୋଁ କା ସୌଦାଗର ପୂର୍ବରୁ ଏହି ଫଟୋସୁଟ କରିଥିଲି । ଯେତେବେଳେ ମୁଁ ମାତ୍ରା 14 ବର୍ଷର ଥିଲି ।’

ପ୍ରକାଶ ଥାଉକି ହେମା ନିଜ କ୍ୟାରିୟର 1968ରେ ଆରମ୍ଭ କରିଥିଲେ । ତାଙ୍କ ଡେବ୍ୟୁ ଫିଲ୍ମ ‘ସପନୋଁ କା ସୌଦାଗର’ରେ ତାଙ୍କ ଅପୋଜିଟ୍ ନଜର ଆସିଥିଲେ ରାଜ କପୁର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.