ETV Bharat / sitara

ବାବ୍ରି ମାମଲାରେ ନିର୍ଦ୍ଦୋଷ ରାଜନେତା: ଗର୍ଜିଲା ବଲିଉଡ

author img

By

Published : Sep 30, 2020, 8:58 PM IST

Updated : Sep 30, 2020, 9:06 PM IST

ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟ 28 ବର୍ଷ ପୁରୁଣା ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ରାୟ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସ୍ବତନ୍ତ୍ର କୋର୍ଟର ଏହି ନିଷ୍ପତ୍ତିରେ ପ୍ରତିକ୍ରିୟା ରଖିଛି ବଲିଉଡ । ଅଧିକ ପଢନ୍ତୁ...

Babri Masjid demolition accused acquitted after 28 years, Bollywood reacts
ବାବ୍ରି କେସ: ସ୍ବତନ୍ତ୍ର କୋର୍ଟର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ଉତ୍ତର ପ୍ରଦେଶ ଅଯୋଧ୍ୟାରେ ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିବା ମାମଲାରେ ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ଏହାର ରାୟ ପ୍ରକାଶ କରିଛନ୍ତି ।

  • Congratulations Mr Lal Krishna Advani you are now acquitted of the charges of single handedly drawing a bloody line across the soul of this country. May God give you a very long life.

    — Anubhav Sinha (@anubhavsinha) September 30, 2020 " class="align-text-top noRightClick twitterSection" data=" ">

ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟ 28 ବର୍ଷ ପୁରୁଣା ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ରାୟ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସିବିଆଇ ସ୍ବତନ୍ତ୍ର କୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ପ୍ରକାଶ କରିଛି ବଲିଉଡ । ନିଷ୍ପତ୍ତିକୁ ନେଇ ଅଭିନେତ୍ରୀ ରିଚା ଚଡ୍ଡା କହିଛନ୍ତି, ‘ଏହି ଜାଗାଠୁ ଉପରେ ବି ଆଉ ଏକ ଅଦାଲତ ରହିଛି । ସେଠାରେ ବିଳମ୍ବ ହୋଇପାରେ, ଅନ୍ଧକାର ନୁହେଁ ’ ।

  • बाबरी मस्जिद ख़ुद ही गिर गया था। 🙏🏽🙏🏽🙏🏽

    — Swara Bhasker (@ReallySwara) September 30, 2020 " class="align-text-top noRightClick twitterSection" data=" ">

ଅଭିନେତ୍ରୀ ଗୌହର ଖାନ କହିଛନ୍ତି, ନିଶ୍ଚିତ ଭାବରେ ଏହା ଭୂକମ୍ପ ହେତୁ ହୋଇଥିଲା । ହା ହା ହା । ଆମ ସହିତ ମଜାକ ହୋଇଛି ।

ଚଳଚ୍ଚିତ୍ର ନିର୍ମାତା ଅନୁଭବ ସିହ୍ନା ଟ୍ବିଟ କରିଛନ୍ତି ଯେ, 'ଶ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଅଭିନନ୍ଦନ, ବର୍ତ୍ତମାନ ଆପଣ ଏହି ଦେଶର ଆତ୍ମା ​​ଉପରେ ଏକ ଲମ୍ବା ରକ୍ତାକ୍ତ ରେଖା ଆଙ୍କିବା ଅଭିଯୋଗରୁ ମୁକ୍ତ ହୋଇଛନ୍ତି । ଭଗବାନ ତୁମକୁ ଦୀର୍ଘାୟୁ କରନ୍ତୁ ।

  • It’s not shocking.. it’s not unexpected.. and that should scare every one of us.

    — Kritika Kamra (@Kritika_Kamra) September 30, 2020 " class="align-text-top noRightClick twitterSection" data=" ">

ଅଭିନେତା ଜିଶାନ ଆୟୁବ ଲେଖିଛନ୍ତି, '28 ବର୍ଷ ଧରି ଯେଉଁ ପ୍ରସଙ୍ଗକୁ ହତିଆର କରି ଭୋଟ ବଣ୍ଟା ହେଲା, ଦେଶକୁ ଦି ଭାଗ କରାଗଲା ଏବଂ ଯେଉଁ ହିଂସାକୁ ଛାତି ବାଡେଇ ସମଗ୍ର ଦେଶରେ ବ୍ୟାପକ କରାଗଲା ସେମାନେ ନିର୍ଦ୍ଦୋଷରେ ଖଲାସ ହେଲେ । ବାଃ ମୋ ଦେଶ ’ ।

  • Justice is a bloody joke!

ଅଭିନେତ୍ରୀ ପ୍ରଣିତା ସୁଭାଷ ଲେଖିଛନ୍ତି, 'ଯେତେବେଳେ ରାଜନେତାଙ୍କୁ ଗିରଫ କରାଯାଇଥିଲା ସେତେବେଳେ ଆଇନର ନିୟମ କେଉଁଠି ଥିଲା? ନ୍ୟାୟ କେଉଁଠି ଥିଲା, ଯେତେବେଳେ ପୋଲିସ କାର ସେବକ ଉପରେ ଗୁଳି ଚଳାଇଥିଲା? ଦୁଃଖିତ ।

ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ମହନ୍ତ ଗୋପାଳଦାସ, ବିନୟ କଟିୟାର ଏବଂ ଉମା ଭାରତୀଙ୍କ ସମେତ ସମସ୍ତ 32 ଅଭିଯୁକ୍ତଙ୍କୁ ବାବ୍ରି ଭାଙ୍ଗିବା ମାମଲାରେ ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Last Updated : Sep 30, 2020, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.