ETV Bharat / sitara

ରିଲିଜ ହେଲା 'ଆର୍ଟିକଲ-15'ର ଲୋମହର୍ଷଣକାରୀ ଟ୍ରେଲର - trailer

ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମ 'ଆର୍ଟିକଲ-15'ର ଖୁବ୍ ଚର୍ଚ୍ଚା ଚାଲିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଆୟୁଷ୍ମାନ ଖୁରାନା ନଜର ଆସିବେ । ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
author img

By

Published : May 30, 2019, 8:22 PM IST

ମୁମ୍ବାଇ: ବଲିଉଡରେ ପ୍ରାୟତଃ ସାମାଜିକ ପ୍ରସଙ୍ଗ ଉପରେ ଫିଲ୍ମ ଦେଖିବାକୁ ମିଳିଥାଏ । କେବେ ମହିଳା ଅଧିକାର ଉପରେ ତ କେବେ ଛୁଆଙ୍କ ଶୋଷଣ, ତ ଆଉ କେବେ ସିଷ୍ଟମରେ ଚାଲିଥିବା ଭ୍ରଷ୍ଟାଚାର ଉପରେ ଆଧାରିତ ଫିଲ୍ମ ତିଆରି କରାଯାଉଛି । ଏମିତି ଏକ ଫିଲ୍ମ 'ଆର୍ଟିକଲ-15'ର ନିର୍ଦ୍ଦେଶନା କରିଛନ୍ତି ନିର୍ଦ୍ଦେଶକ ଅନୁଭବ ସିହ୍ନା । ଯେଉଁଥିରେ ସମାଜରେ ଚାଲିଥିବା ଜାତିପ୍ରଥାର ସମସ୍ୟା ଦେଖିବାକୁ ମିଳିଛି ।

  • " class="align-text-top noRightClick twitterSection" data="">

ଫିଲ୍ମରେ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ଯାହାର ଆଜି ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲର ଦେଖି ଆପଣ ନିହାତି କାନ୍ଦି ପକାଇବେ । ବ୍ରାହ୍ମଣ ଓ ଦଳିତ ଜାତି ନାମରେ ଯୁଗ ଯୁଗରୁ ଲୋକଙ୍କ ଉପରେ ଅତ୍ୟାଚାର ହୋଇଆସୁଛି । ସବୁଠାରୁ ଏହି ସମସ୍ୟାରେ ଫଶୁଛନ୍ତି ମହିଳା, ଯାହାକୁ ନେଇ ଫିଲ୍ମର କାହାଣୀ ପର୍ଯ୍ୟବେଶିତ ।

ଆୟୁଷ୍ମାନ ନିଜ ଟ୍ବିଟରରେ 'ଆର୍ଟିକଲ-15'ର ଟ୍ରେଲର ସେୟାର କରିଛନ୍ତି । ଫିଲ୍ମର କାହାଣୀ 2014ରେ ବଦାୟୁଂ ଗ୍ୟାଙ୍ଗରେପ ଉପରେ ଆଧାରିତ । ଜଣାଇ ଦେଉଛୁ ଯେ ଏହି ଗ୍ୟାଙ୍ଗରେପ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା ।

Intro:Body:

sdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.