ETV Bharat / sitara

'ଆର୍ଟିକଲ 15'କୁ ମିଳିଲା ଗ୍ରୀନ ସିଗନାଲ

ଜୁନ 28ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଆର୍ଟିକଲ 15' । ବର୍ତ୍ତମାନ ଫିଲ୍ମକୁ ସେନ୍ସର ବୋର୍ଡ ତରଫରୁ ଏ ସାର୍ଟିଫିକେଟ ମିଳିଯାଇଛି ।

author img

By

Published : Jun 26, 2019, 5:58 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁଭବ ସିହ୍ନାଙ୍କ ଅପକମିଂ ଫିଲ୍ମ 'ଆର୍ଟିକଲ 15'କୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ (ସିବିଏଫସି) ତରଫରୁ ଏ ସାର୍ଟିଫିକେଟ ମିଳିଯାଇଛି । ଫିଲ୍ମରୁ ପାଞ୍ଚଟି ସିନ କଟ କଲା ପରେ ସିବିଏଫସିରୁ ସାର୍ଟିଫିକେଟ ମିଳିଛି ।

ସମ୍ବିଧାନର 'ଆର୍ଟିକଲ 15'କୁ ନିର୍ମିତ ହୋଇଛି ଫିଲ୍ମ । ସମାଜରେ ଜାଗିତଗ ଭେଦଭାବ ଏଥିରେ ଦର୍ଶାଯାଇଛି । ସେନ୍ସର ବୋର୍ଡ ଫିଲ୍ମରୁ ପତକା ପଡିବା ଦୃଶ୍ୟକୁ ହଟାଇବା ସହ କିଛି ଗାଳିଗୁଲଜକୁ ମଧ୍ୟ ହଟାଇଛନ୍ତି । ଏହାସହ ମାରପିଟ ଦୃଶ୍ୟକୁ 30 ପ୍ରତିଶତ କମ ମଧ୍ୟ କରାଯାଇଛି ।

130.30 ମିନଟର ଏହି ଫିଲ୍ମରେ ଈଶା ତଲୱାର, ଏମ ନାସ୍ସର, ମନୋଜ ପହୱା, ସୟାନୀ ଗୁପ୍ତା, କୁମୁଦ ମିଶ୍ରା ଓ ମହମ୍ମଦ ଜୀଶାନ ଆୟ୍ୟୁବ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । 'ଆର୍ଟିକଲ 15'କୁ ବନାରସ ମିଡିଆ ୱାକର୍ସ ଏବଂ ଜି ଷ୍ଟୁଡିଓ ମିଳିତ ଭାବେ ପ୍ରଯୋଜନା ଦେଇଛନ୍ତି ।

ଫିଲ୍ମଟି ଆସନ୍ତା ଶୁକ୍ରବାର ଅର୍ଥାତ୍ ଜୁନ 28ରେ ରିଲିଜ ହେବାକୁ ଯାଉଛି । ପ୍ରକାଶ ଥାଉକି ଫିଲ୍ମର କାହାଣୀ ଏହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ଫିଲ୍ମକୁ ବିରୋଧ କରି କରଣୀ ସେନା ନିର୍ମାତାଙ୍କୁ ଧମକ ମଧ୍ୟ ଦେଇଥିଲେ ।

Intro:Body:

FGDFGS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.