ETV Bharat / sitara

ଅନୁପମଙ୍କ ପସନ୍ଦ କଙ୍ଗନା

author img

By

Published : May 29, 2019, 2:13 PM IST

ବଲିଉଡର ସବୁ ଷ୍ଟାରଙ୍କ ଭିତରୁ ଅନୁପମ ଖେରଙ୍କ ପସନ୍ଦ କଙ୍ଗନା । କଙ୍ଗନାଙ୍କ ଅଭିନୟ ଅନୁମପ ଖେରଙ୍କ ପସନ୍ଦ ବୋଲି କହିଛନ୍ତି ଅନୁପମ ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ

ହାଇଦ୍ରାବାଦ: ଗତ କିଛି ବର୍ଷ ହେବ ବଲିଉଡରେ କଙ୍ଗନାଙ୍କ କ୍ରେଜ ଦେଖିବାକୁ ମିଳିଛି । ନିକଟରେ କଙ୍ଗନାଙ୍କ ଫିଲ୍ମ ମଣିକର୍ଣ୍ଣିକାକୁ ବହୁତ ପ୍ରଶଂସା ମିଳିଥିଲା । ଫିଲ୍ମ କୁଇନରେ କଙ୍ଗନାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ଏହାପରେ ମଧ୍ୟ କଙ୍ଗନା ନିଜକୁ ବଲିଉଡ ଇଣ୍ଡଷ୍ଟ୍ରିଠୁ ଅଲଗା ବୋଲି ଭାବନ୍ତି ।

ତେବେ ସବୁ ପରେ ମଧ୍ୟ କଙ୍ଗନାଙ୍କ ଅଭିନୟକୁ ଜଣେ ବହୁତ ପସନ୍ଦ କରନ୍ତି । ସେ ହେଉଛନ୍ତି ବଲିଉଡ ଅଭିନେତା ଅନୁପମ ଖେର । ନିକଟରେ ଏୟାରପୋର୍ଟରେ ଦୁହେଁ ଏକାଠି ନଜର ଆସିଥିଲେ । ଏହି ସମୟର ଏକ ଫଟୋ ପୋଷ୍ଟ କରି କଙ୍ଗନାଙ୍କୁ ନିଜ ଫେଭରେଟ ବୋଲି କହିଛନ୍ତି ଅନୁପମ ।

ତେବେ ଅନୁପମ ଏବେ ଫିଲ୍ମ ୱାନ ଡେ ର ପ୍ରମୋଶନର ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ କଙ୍ଗନା ଆଗାମୀ ଫିଲ୍ମ ‘ମେଣ୍ଟାଲ ହୈ କ୍ୟା’ ଓ ‘ପଙ୍ଗା’ରେ ନଜର ଆସିବେ ।

Intro:Body:

dd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.