ETV Bharat / sitara

ପରଦାକୁ ଆସିବ ମିଷ୍ଟର ଇଣ୍ଡିଆର ସ୍ବିକେଲ!

author img

By

Published : May 18, 2019, 12:33 PM IST

ପରଦାକୁ ଆସିପାରେ ମିଷ୍ଟର ଇଣ୍ଡିଆର ସ୍ବିକେଲ । ଏହାର ସୂଚନା ଦେଇଛନ୍ତି ମିଷ୍ଟର ଇଣ୍ଡିଆର ନିର୍ଦ୍ଦେଶକ ଶେଖର କପୁର । ତେବେ 1987ରେ ସୁପରହିଟ ଫିଲ୍ମ ଥିଲା ମିଷ୍ଚର ଇଣ୍ଡିଆ ।

ଫଟୋ ସୌଜନ୍ୟ: ଟ୍ବିଟର/Anil Kapoor

ହାଇଦ୍ରାବାଦ: ଏକ ନୂଆ ପ୍ରୋଜେକ୍ଟର ଯୋଜନା କରୁଛନ୍ତି ମିଷ୍ଟର ଇଣ୍ଡିଆର ଯୋଡି ଅନିଲ କପୁର ଓ ଶେଖର କପୁର । ତେବେ କଣ ଏହା ମିଷ୍ଟର ଇଣ୍ଡିଆର ସ୍ବିକେଲ! 1987ରେ ରିଲିଜ ହୋଇଥିଲା ଆଇକୋନିକ ଫିଲ୍ମ ମିଷ୍ଟର ଇଣ୍ଡିଆ । ଏହାର ନିର୍ଦ୍ଦେଶକ ଥିଲେ ଶେଖର କପୁର ।

ତେବେ ଶେଖର ଟ୍ବିଟ କରି ନୂଆ ପ୍ରୋଜେକ୍ଟର ସୂଚନା ଦେଇଛନ୍ତି । ଏହା ମିଷ୍ଟର ଇଣ୍ଡିଆର ସ୍ବିକେଲ ହୋଇପାରେ କିମ୍ବା ଅନ୍ୟ କୌଣସି ଫିଲ୍ମ । ତେବେ ଏକାଠି ପୁଣି କାମ କରିବେ ଏହି ଯୋଡି ।

anil kapoor
ଡିଜାଇନ ଫଟୋ

ଅନ୍ୟପକ୍ଷେ ଅନିଲ କପୁର ମଧ୍ୟ ରି-ଟ୍ବିଟ କରି ନିଜର ଉତ୍ସାହ ଜାହିର କରିଛନ୍ତି । ଏହାସହ ଦୁହିଁଙ୍କ ଏକ ଫଟୋ ମଧ୍ୟ ପୋଷ୍ଟ ହୋଇଛି । ଏଥିରେ ଶେଖର ଅନିଲଙ୍କ ଟୋପି ସଜାଡୁଥିବାର ଦେଖିବାକୁ ମିଳିଛି ।

ତେବେ 90ଦଶକର ଫିଲ୍ମ ମିଷ୍ଟର ଇଣ୍ଡିଆ ଜଣେ ଗରିବ ଲୋକର କାହାଣୀ ଯିଏ କି କେତେକ ଅନାଥ ଛୁଆଙ୍କୁ ଆଶ୍ରା ଦେଇଥିବ । ଏଥିରେ ଶ୍ରୀଦେବୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଓ ଆଇକୋନିକ ନେଗେଟିଭ ଚରିତ୍ର ମୁଗାମ୍ବୋରେ ଅଭିନୟ କରିଥିଲେ ଅମରିସ ପୁରୀ । ଏଥିରେ ଥିବା ସମସ୍ତ ଗୀତ ଏବେ ବି ଲୋକଙ୍କ ମନରେ ତାଜା ଅଛି । ଫିଲ୍ମରେ ଥିବା 'ହୱାହୱାଇ' ଗୀତ ପରେ ଶ୍ରୀଦେବୀଙ୍କୁ 'ହୱାହୱାଇ' କୁହାଯାଉଥିଲା ।

Intro:Body:

sdgsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.