ETV Bharat / sitara

ସାକ୍ଷାତ କରନ୍ତୁ କାର୍ତ୍ତିକଙ୍କ ଅଫିସ ଗାର୍ଲଫ୍ରେଣ୍ଡଙ୍କ ସହ !

author img

By

Published : Oct 16, 2019, 11:42 AM IST

ଡିସେମ୍ବର 6ରେ ରିଲିଜ ହେବାକୁ ଯାଉଛି କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ୱୋ’ । ଏହାପୂର୍ବରୁ ସାମ୍ନାକୁ ଆସିଯାଇଛି ଷ୍ଟାର-କାଷ୍ଟଙ୍କ ଫାଷ୍ଟ ଲୁକ ପୋଷ୍ଟର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନନ୍ୟା ପାଣ୍ଡେ

ମୁମ୍ବାଇ: ବର୍ତ୍ତମାନ ‘ପତି ପତ୍ନୀ ଔର ୱୋ’ର ମେକର୍ସ ଦର୍ଶକଙ୍କ ଏକ୍ଟାଇଟମେଣ୍ଟ ବଢାଇବାରେ ଲାଗିଛନ୍ତି । ଗୋଟିଏ ପରେ ଗୋଟିଏ କରି ଫିଲ୍ମର ମୁଖ୍ୟ ଭୂମିକାଙ୍କ ଫାଷ୍ଟ ଲୁକ ପୋଷ୍ଟର ଜାରି କରୁଛନ୍ତି । ଗତ କାଲି ‘ପତି ପତ୍ନୀ ଔର ୱୋ’ର ପତି ତଥା ଅଭିନେତା କାର୍ତ୍ତିକ ଆର୍ୟନ ଓ ପତ୍ନୀ ଭୂମି ପେଡନେକରଙ୍କ ଫଟୋ ରିଲିଜ କରିଦେଇଥିଲେ । ସେହିଠାରେ କାର୍ତ୍ତିକଙ୍କ ଅଫିସ ଗାର୍ଲଫ୍ରେଣ୍ଡ, ନବାଗତ ଅଭିନେତ୍ରୀ ଅନନ୍ୟା ପାଣ୍ଡ ଫାଷ୍ଟ ଲୁକ ପୋଷ୍ଟର ମଧ୍ୟ ଜାରି କରିଥିଲେ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ପୋଷ୍ଟରରେ ଅନନ୍ୟାଙ୍କ ଜଣେ ମଡର୍ଣ୍ଣ ଗାର୍ଲ ରୂପେ ନଜର ଆସୁଛନ୍ତି । ଏହି ଅବସରରେ ଫିଲ୍ମ କ୍ରିଟିକ୍ସ ଓ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ପୋଷ୍ଟର ରିଲିଜର ସୂଚନା ଦର୍ଶକଙ୍କୁ ଦେଇଛନ୍ତି ।

ପ୍ରକାଶ ଥାଉକି ପପୁଲାର ନିର୍ମାତା କରନ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ ଦ ଇୟର 2’ରେ ଡେବ୍ୟୁ କରିଥିବା ଅନନ୍ୟାଙ୍କ ଏହା ଦ୍ବିତୀୟ ଫିଲ୍ମ । ଆକ୍ସନ ହିରୋ ଟାଇଗରଙ୍କ ସହ ସେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର 2’ରେ ରୋମାନ୍ସ କରିସାରିଛନ୍ତି । ଏବେ କାର୍ତ୍ତିକଙ୍କ ସହ ତାଙ୍କ ରୋମାନ୍ସ ଦେଖିବେ ଦର୍ଶକ ।

ମୁଦସର ଅଜୀଜଙ୍କ ‘ପତି ପତ୍ନୀ ଔର ୱୋ’ 1978ରେ ଆସିଥିବା ସୁପରହିଟ୍ ଫିଲ୍ମ ‘ପତି ପତ୍ନୀ ଔର ୱୋ’ର ରିମେକ ଫିଲ୍ମ । ଯାହାର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ଭୂଷଣ କୁମାର । ଫିଲ୍ମକୁ ଡିସେମ୍ବର 6ରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.