ETV Bharat / sitara

ମିଡିଆ ଉପରେ ଖପ୍ପା ଆଲିୟା - କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କ ପ୍ରତିକ୍ରିୟା

ଏକ ମିଥ୍ୟା ବୟାନ ଉପରେ ରାଗିଲେ ଆଲିୟା ଭଟ୍ଟ । କେବେ ସେ କାଳ୍ପନିକ କଥାବାର୍ତ୍ତା କରିଥିଲେ ବୋଲି ସୋସିଆଲ ମିଡିଆରେ ପଚାରିଲେ ପ୍ରଶ୍ନ ।

alia bhatt
ଡିଜାଇନ ଫଟୋ
author img

By

Published : Jan 31, 2020, 9:53 PM IST

ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କୁ ନେଇ ପ୍ରାୟତଃ ଅନେକ ଖବର ଚର୍ଚ୍ଚାରେ ଆସିଥାଏ । ଏହି ଖବର ମଧ୍ୟରେ ଅନେକ ଉଡା ଖବରକୁ ବାସ୍ତବ ମାନିବସୁଛନ୍ତି ଦର୍ଶକ । ଏଥର ମଧ୍ୟ କିଛି ଏମିତି ଦେଖିବାକୁ ମିଳିଛି । ମାମଲା ଅଭିନେତ୍ରୀ ଆଲିୟା ଭଟ୍ଟ ଓ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କ ସହ ସମ୍ପୃକ୍ତ । ଆଲିୟା ଏକ ମିଡିଆ ରିପୋର୍ଟକୁ ନେଇ ଖପ୍ପା ନଜର ଆସୁଛନ୍ତି ।

ସେହି ରିପୋର୍ଟରେ ଦାବି କରାଯାଇଛି ଯେ ଆଲିୟା, ରଙ୍ଗୋଲୀଙ୍କୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏହି ଖବର ଉପରେ ଆଲିୟା କହିଛନ୍ତି ଯେ ଦୟା କରି କୁହନ୍ତୁ ସେ କେବେ କାଳ୍ପନିକ ସମ୍ବାଦିକଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ପ୍ରକାଶ ଥାଉକି ବି-ଟାଉନ ଆଧାରିତ ଏକ ୱେବସାଇଟରେ ରଙ୍ଗୋଲୀଙ୍କ ପ୍ରତିକ୍ରିୟାରେ ଆଲିୟା କହିଥିଲେ ଯେ ଯାହାକୁ ଯାହା କହିବାର ଅଛି କୁହନ୍ତୁ । ଏହି ମାମଲା ଉପରେ ଆଲିୟା ବର୍ତ୍ତମାନ ଏହି ୱେବସାଇଟର ନାମ ନେଇ ପ୍ରଶ୍ନ କରିଛନ୍ତି ଏପରି କଥା ସେ କେବେ କହିଥିଲେ । ଆଉ କାହାକୁ କହିଥିଲେ । କେହି ତାଙ୍କୁ ଜଣାଇବେ ଏହି କାଳ୍ପନିକ କଥାବାର୍ତ୍ତା ସେ କେବେ କରିଥିଲେ । ତାଙ୍କ ଅନୁଯାୟୀ ବର୍ତ୍ତମାନ ସମସ୍ତେ କାଳ୍ପନିକ ସାକ୍ଷାତକାରକୁ ମୁହାଁଇଲେଣି ।

ନିକଟରେ ଆଲିୟା, କଙ୍ଗନାଙ୍କୁ ମିଳିବାକୁ ଯାଉଥିବା ପଦ୍ମଶ୍ରୀ ପୁରସ୍କାର ପାଇଁ ଶୁଭେଚ୍ଛା ଜଣାଇଥିଲେ । କଙ୍ଗନା କିନ୍ତୁ ତାଙ୍କ ଶୁଭେଚ୍ଛାର ପ୍ରତିକ୍ରିୟା ଦେଇନଥିଲେ । ହେଲେ ତାଙ୍କ ଭଉଣୀ ରଙ୍ଗୋଲୀ ପ୍ରତିକ୍ରିୟା ରଖି ଆଲିୟାଙ୍କୁ କଡା ଜବାବ ଦେଇଥିଲେ । ଯାହାପରେ ଏମିତି ଚର୍ଚ୍ଚା ଜୋର ଧରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.